ମୁକ୍ତେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ଠାରେ ଅବସ୍ଥିତ । ମଧ୍ୟଯୁଗ ପ୍ରାରମ୍ଭରୁ ଏହି ମନ୍ଦିରଟି କଳିଙ୍ଗ କଳା ସ୍ଥାପତ୍ୟର ରତ୍ନ ଭାବେ ପରିଗଣିତ ହୁଏ । ପଶ୍ଚିମ ମୁଖୀ ମୁକ୍ତେଶ୍ୱର ମନ୍ଦିରର ଦେଉଳ ଓ ଜଗମୋହନ ୦.୩୩ମିଟର ଏକ ଅନୁଚ୍ଚ ପୀଠ ବା ବେଦୀ ଉପରେ ନିର୍ମିତ ହୋଇଥିବାବେଳେ …
Read More »ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ
ଆମ ଗାଁ ଗଞ୍ଜାମ ଜିଲ୍ଲାର ଘୁମୁସରତାଲୁକାରେ ଥିବା ବାଲିପଦର ଅଟେ । ଏଠାରେ ଏକର ପରିମାଣ ବାଲୁକାମୟ ଜମି ଉପରେ ଛୋଟ ଛୋଟ ପରିବାରକୁ ନେଇକି ୨୧ ଗୋଟି ଘର ଥିଲା । କାଳକ୍ରମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବଂଶଜ ଶାବର ଭଞ୍ଜ ଦେବ ଯେତେବେଳେ ଏହି …
Read More »ଲିଙ୍ଗରାଜ ମନ୍ଦିର
ପୁରୀ କୋଣାର୍କ ମନ୍ଦିର ପ୍ରତିଷ୍ଠା ଆଗରୁ ଲିଙ୍ଗରାଜ ମନ୍ଦିର ତିଆରି ହୋଇଥିଲା । ସୋମବଂଶୀ ରାଜା ଯଯାତି କେଶରୀ ଏହି ମନ୍ଦିର ନିର୍ମାଣ କରାଇଥିଲେ । ମାଦଳା ପାଞ୍ଜିର ଲେଖା ଅନୁଯାୟୀ ଯଯାତି କେଶରୀ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ରାଜୁତି କାଳରେ ମନ୍ଦିର ନିର୍ମାଣ …
Read More »‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ
ଆଶିଷ କୁମାର ବେହେରା ଆମ ଗାଁ’ର ନାମ ଡ଼େଙ୍ଗିଲି । ମୋହନ ବ୍ଲକ ବିରିକୋଟ ଗ୍ରାମପଂଚାୟତର ଏହା ଏକ ଛୋଟିଆ ଗାଁ । ଆମ ଗ୍ରାମରେ ପ୍ରଥମେ ଏକ ବହୁତ ଡ଼େଙ୍ଗା ଅର୍ଥାତ୍ ଉଚ୍ଚା ଗଛ ଥିଲା ତେଣୁ ଗ୍ରାମ ର ନାମ ଡ଼େଙ୍ଗିଲି ରଖାଗଲା। ଆମ ଗାଁ …
Read More »ଅଡ଼ବା ଗାଁ’ର ଇତିହାସ ଓ ସଂସ୍କୃତି
ଆମ ଗାଁର ନାମ ହେଉଛି ଅଡ଼ବା । ସବୁ ଗାଁ ଭଳି ଆମ ଗାଁର ନାମକରଣ ପଛରେ ରହିଅଛି କିଛି ଐତିହାସିକ କାହାଣୀ । ସବୁଠୁ ମହତ୍ୱପୂର୍ଣ୍ଣ କଥା ଏହିକି ଯେ, ଆମ ଗାଁ ସବୁଜ ସୁନ୍ଦର ଭରା ଜଙ୍ଗଲ, ପାହାଡ଼, ନଦୀ ଏବଂ ଝରଣାରେ ଭରପୂର । …
Read More »ଦୁଇଟି ସମାଧି କଥା( ସମ୍ପ୍ରୀତିର ସଂସ୍କୃତି)
ଦୁଇଟି ସମାଧି କଥାଚିତ୍ର ରେ ଦେଖିବେ ଦୁଇଟି ସମାଧି ରହିଛି । ଏହାକୁ ଟିକିଏ ଭଲଭାବରେ ଦେଖନ୍ତୁ । ସମାଧି ଦୁଇଟିକୁ ଦେଖିବା ପରେ ଏହା ସଂପର୍କରେ ତଳେ ଯେଉଁ ସଂକ୍ଷିପ୍ତ ବିବରଣୀଟି ରହିଛି ତାହାକୁ ଟିକିଏ ସମୟ ବାହାର କରି ପଢିବା ହୁଅନ୍ତୁ । ଉପସ୍ଥିତ ଲେଖକ …
Read More »ଜଗନ୍ନାଥ ସଂସ୍କୃତିର ମୂଳ କଥା
ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡିଶାର ରାଜନୈତିକ-ସାଂସ୍କୃତିକ ଇତିହାସରେ ରାଜ୍ୟ ଗଠନ ଏକ ସ୍ମରଣୀୟ ଅଧ୍ୟାୟ । ଏହି ଆଞ୍ଚଳିକ ରାଜ୍ୟ ସଂଗଠନ ଯୋଜନା ନାନା ଉପାଦାନର ସକ୍ରିୟ ସହଯୋଗରେ ସମ୍ଭବ ହୋଇପାରିଥିଲା । ସେହି ସକଳ ଉପାଦାନ ମଧ୍ୟରେ ଧର୍ମର ଭୂମିକାକୁ ଅସ୍ୱୀକାର କରିହେବନାହିଁ । ମଧ୍ୟଯୁଗର ଏକ …
Read More »ତାଳଗଛର ଐତିହ୍ୟ
ଗାଁକୁ ଅଧିକ ଭାବରେ ସୈର୍ନ୍ଦଯ୍ୟ କରିଥାଏ ତାଷ ଜମିପାଖରେ ଥିବା ତାଳ ଗଛ ଗୁଡାକ ସେସବୁ ତାଳ ଗଛ ଜିବନ୍ତ ହୋଇ ଉଠନ୍ତି ସବୁଜ ଧାନ କ୍ଷେତ ମଧ୍ୟରେ । ଗାଁ ସହିତ ତାଳ ଗଛର ସମ୍ପର୍କ ମଧ୍ୟ ଭାରି ନିବିଡ । ଆଗ ଅପେକ୍ଷା ଏବେ ଗାଁରେ …
Read More »ଭଞ୍ଜନଗରର ସଂସ୍କୃତି ଓ ଜୀବନ
ଆମ ଗ୍ରାମର ନାମ ‘ଭଞ୍ଜନଗର’। ଏହି ଭଞ୍ଜନଗର ଗ୍ରାମଟି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଆମ ଗାଁର କିଛି ବୟସ୍କ ଲୋକଙ୍କୁ ଗାଁର ନାମକରଣ ସମ୍ପର୍କରେ ପଚାରି ଦେଖିଲି ଯେ, ବହୁତ ଲୋକ ପ୍ରଶ୍ନର ଉତ୍ତର ଦେଇ ପାରିଲେ କିନ୍ତୁ ସେମାନଙ୍କ ଉତ୍ତର ଅଲଗା ଅଲଗା ଥିଲା …
Read More »ନିଆଳିରେ ହିନ୍ଦୁ ମୁସଲମାନ ଭାଇଚାରା
ଓଡ଼ିଶାରେ ସୌହାର୍ଦ୍ୟର ସଂସ୍କୃତି (ସାକ୍ଷାତକାର: ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ) ଫୋଟୋ କ୍ରେଡିଟ -https://bit.ly/3kk81Aa ନିଆଳିରେ ହିନ୍ଦୁ ମୁସଲମାନ ଭାଇଚାରା ନଟବର ଷଡଙ୍ଗୀ ୧୯୪୨-୪୩ରୁ କଥା ଆରମ୍ଭ । ଆମ ଗାଁ ତ ନରିଶୋ । ଆମ ଗାଁ ଠୁଁ ଉତ୍ତରକୁ ପ୍ରାଚୀ ନଈପାରି ହେଲେ ନିଆଳି । ଡାକେ …
Read More »