ନାଟକ
ପାଶ୍ଚାତ୍ୟ ଦ୍ୱାରା ପ୍ରଭାବିତ ମଞ୍ଚ ନାଟକ, ଓଡ଼ିଶାର ହଜାର ହଜାର ବର୍ଷ ପୁରାତନ ଲୋକ ନାଟକ ପରମ୍ପରା ଓ ସାଧାରଣ ମଣିଷର ସମସ୍ୟାକୁ ତୋଳିଧରିଥିବା ଏବଂ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଭିତରେ ଜାଗରଣ ଆଣୁଥିବା ପଥପ୍ରାନ୍ତ ନାଟକ ସମ୍ପର୍କରେ ପ୍ରକାଶ କରାଯାଇଛି ।
-
ଅପସଂସ୍କୃତି ଯାତ୍ରା ନାଟକ ଆଉ କେତେ ଦିନ?
ମାନବ ସମାଜର ବିକାଶ ନିମନ୍ତେ ମନସ୍ତ୍ୱାତିକ ଦୃଷ୍ଟିକୋଣରୁ ବିଚାର କଲେ ସଂସ୍କୃତି ର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ସଂସ୍କୃତି ର ସଜ୍ଞା ନିରୂପଣ କଲେ ଭାଷା, ସାହିତ୍ୟ,…
Read More » -
ସାପୁଆ କେଳା
“କାଳିରେ ବନମାଳି ତୋ ପୟରେ ନଲାଗଇ ଧୂଳି । ବାହାରିଆ, ବାହାରିଆ । ଆରେ ନାଗ ବଚା ଅଛୁତ ବାହାରିଆ ।” ସେଦିନ ରବିବାର । ଦାଣ୍ଡରେ…
Read More » -
ଘୋଡ଼ା ନାଟ
କଳାର ଶୀର୍ଷ ଛୁଇଁ ପାରିଥିବା ଉତ୍କଳ ପ୍ରଦେଶର ଲୋକ ନାଟକ ଏବଂ ପାରମ୍ପରିକ ଲୋକ ନାଟକ ଜଗତରେ ଘୋଡ଼ା ନାଟ ଏକ ସ୍ୱତନ୍ତ୍ର ତଥା ସୁମଧୁର ଉଚ୍ଚାରଣ…
Read More » -
ଲୋକ ନାଟକ : ମୁଣ୍ଡପୁତା କେଳା
ଦିନକର କଥା । କଅଁଳ ଗାଧୁଆ ବେଳ । ଆମେ କୋଉ ମାନିବା ପିଲା । ଦାଣ୍ଡରେ ଆମର ରୋଷେଇବାସ ଚାଲିଛି । ହାର, ସୀତା…
Read More » -
ଓଡ଼ିଆ ଲୋକ ନାଟକ ଓ ପାରମ୍ପରିକ ଲୋକ ନାଟକ
ଉପକ୍ରମ : ସମଗ୍ର ବିଶ୍ୱରେ ଭାରତ ଯେଉଁଭଳି ନାଟକ, କଳା, ସାହିତ୍ୟ ଓ ସଂସ୍କତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଠିକ୍ ସେହିଭଳି ସମଗ୍ର…
Read More » -
ଆମ ସଂସ୍କୃତିରେ ଦଣ୍ଡଯାତ୍ରା
ଅଧିକାଂଶ ପର୍ବପର୍ବାଣୀ ଅନେକଦିନ ଧରି ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ରହିଆସିଛି । ସେ ଭିତରୁ କିଛି ଜାତି, ଧର୍ମ, ସାମାଜିକ ତଥା ଅର୍ଥନୈତିକ ପୃଷ୍ଠଭୂମି…
Read More » -
ନାଟ୍ୟ ଆନ୍ଦୋଳନର ଚିନ୍ତା
‘ସ୍ଥୁଳଦୃଷ୍ଟିରୁ ଯଦି ବିଚାର କରାଯାଏ ଓଡ଼ିଶା ଓ ଓଡ଼ିଶା ବାହାର ନାଟକ ମଧ୍ୟରେ କେତେଗୋଟି ଆଖିଦୃଶିଆ ପ୍ରଭେଦ ରହିଛି, ଯାହାର ଚର୍ଚ୍ଚା କଦାଚିତ ଅନାବଶ୍ୟକ ନୁହେଁ ।…
Read More » -
ମୋ କଥା ଓ ଅନ୍ୟାନ୍ୟ ରଚନା (3)
ଅଧିନାର ନିବେଦନ ମୋର ଗୁରୁ ସ୍ଵର୍ଗତଃ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କର ଅନୁରୋଧରେ ଏଇ ଆତ୍ମକାହାଣୀ ଲେଖି ଯେତେବେଳେ ତାଙ୍କୁ ଦେଖେଇଥିଲି, ସେ ଖୁବ ଜାଗ୍ରତ ଭାବେ ଦେଖି…
Read More » -
ମୋ କଥା ଓ ଅନ୍ୟାନ୍ୟ ରଚନା (2)
ଭୂମିକା * ମୋର ଏଇ ମର୍ମବେଦନା ଗାଥାର ଭୂମିକା ବା କଣ ହେଇପାରେ? ଏହା କେବଳ ଅଭାଗିନୀର ହୃଦୟ୍-ଜ୍ୱାଳା ର ଛାୟା! ମୋର ବୋଲି ପୃଥିବୀରେ କିଛି…
Read More » -
ମୋ କଥା ଓ ଅନ୍ୟାନ୍ୟ ରଚନା
“ମୋ କଥା ଓ ଅନ୍ୟାନ୍ୟ ରଚନା” ଏକ ଆତ୍ମଜୀବନ ସଂକଳନ। ଉନବିଂଶ ଶତାବ୍ଦୀ ଉପନିବେଶ କଲିକତାର ପେଷାଦାର ଜଣେ ଅଭିନେତ୍ରୀ ବିନୋଦିନୀ ଦାସୀଙ୍କର। ଏ ରଚନା ଗୁଡ଼ିକ…
Read More »