ନାଟକ

ପାଶ୍ଚାତ୍ୟ ଦ୍ୱାରା ପ୍ରଭାବିତ ମଞ୍ଚ ନାଟକ, ଓଡ଼ିଶାର ହଜାର ହଜାର ବର୍ଷ ପୁରାତନ ଲୋକ ନାଟକ ପରମ୍ପରା ଓ ସାଧାରଣ ମଣିଷର ସମସ୍ୟାକୁ ତୋଳିଧରିଥିବା ଏବଂ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଭିତରେ ଜାଗରଣ ଆଣୁଥିବା ପଥପ୍ରାନ୍ତ ନାଟକ ସମ୍ପର୍କରେ ପ୍ରକାଶ କରାଯାଇଛି ।

Latest ନାଟକ News

ଭାବ (ନାଟ୍ୟଶାସ୍ତ୍ର – ସପ୍ତମ ଅଧ୍ୟାୟ )

ପୂର୍ବ ଅଧ୍ୟାୟ ଭଳି ଏହି ଅଧ୍ୟାୟ ବା ସପ୍ତମ ଅଧ୍ୟାୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ…

ଏକ ପରିବର୍ଦ୍ଧିତ ରୂପରେଖ: ‘ସପ୍ତରୂପମ୍‌’

ସାତ ରୂପର ସମାହାରରେ ସପ୍ତରୂପମ୍ । ଏକଥା ମୁଁ ଏକା କହବିନି ମୋତେ ଲାଗୁଛି ଏହି…

ରସ (ନାଟ୍ୟ ଶାସ୍ତ୍ର)

ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ପୂର୍ବରଙ୍ଗର ସମସ୍ତ ବିଧି ଶୁଣିସାରିବାପରେ ଦ୍ୱିଜଶ୍ରେଷ୍ଠ ଶିଷ୍ୟମାନେ ଭରତଙ୍କୁ ସେମାନଙ୍କର ସନ୍ଦେହମୋଚନ…

ତାଣ୍ଡବ ନୃତ୍ୟ (ନାଟ୍ୟଶାସ୍ତ୍ର – ଚତୁର୍ଥ ଅଧ୍ୟାୟ)

ପୂର୍ବବର୍ଣ୍ଣିତ ରୀତିନୀତି ଅନୂସାରେ ପୂଜାକାର୍ଯ୍ୟ ସମାପନ କଲାପରେ ନାଟ୍ୟକୋବିଦ ଭରତ ମୁନି ବ୍ରହ୍ମାଙ୍କୁ କହିଲେ “…

ନାଟକରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଏବଂ ପ୍ରଭାବ

ନାଟକ ହେଉଛି ଏକ ଲିଖିତ ସାହିତ୍ୟ । କୌଣସି ଏକ କାହାଣୀକୁ ତା’ର ଚରିତ୍ରମାନଙ୍କ ଦ୍ୱାରା…

ଷ୍ଟାର ଥିଏଟର ସମ୍ବନ୍ଧରେ ନାନା କଥା- ପତ୍ର

ମହାଶୟ ମୁଁ ସେତେବେଳେ ଭାରି ସଙ୍କଟରେ ପଡି ଯାଇଥିଲି। ଆମ ଭଳି ପତିତାଙ୍କ ଭାଗ୍ୟ ତ…

Dr. Samidha Vedabala Dr. Samidha Vedabala

ନ୍ୟାସନାଲ ଥିଏଟର : ଯୌବନ ସରିଆସିବା ସମୟରେ II

ମୋତେ ଅନ୍ୟ କଥା ବା ଅନ୍ୟ ଗଳ୍ପ ଭଲ ଲାଗେନି । ଗିରିଶ ବାବୁ ମହାଶୟ…

Dr. Samidha Vedabala Dr. Samidha Vedabala

ଶିଶୁମାନଙ୍କ ପାଇଁ ନାଟକର ଭୂମିକା

ଶିଶୁମାନଙ୍କ ସାଂସ୍କୃତିକ ବିକାଶ ଦିଗରେ ନାଟକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଶିଶୁମାନଙ୍କ ସୃଜନଶୀଳତା,…

“ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର ମନୋରଞ୍ଜନ ଦାସ”

‘ଚନ୍ଦ୍ରଶେଖର ଦାସବର୍ମା’ଙ୍କ ଦ୍ୱାରା ୨୦୦୫ ମସିହା, ସମାଜରେ ପ୍ରକାଶ ପାଇଥିଲା “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ…

ନାଟକ ଶକୁନ୍ତଳା (ଆମ ଗାଁ’ରେ ନାଟ ତାମସା- ୩)

ଆଜି ଦର୍ଶକ ଗ୍ୟାଲେରି ଫୁଲ । କୁଆଡ଼ୁ କୁଆଡ଼ୁ ଲୋକ ଜମା ହେଲେଣି । ଯାତ୍ରା…