‘ସମଧ୍ୱନି’

ସାଧାରଣ ମଣିଷର ଧ୍ୱନି

ସାଧାରଣ ମଣିଷର ସ୍ୱରକୁ ତୋଳିଧରିବାର ଏକ ଭିନ୍ନ ପ୍ରୟାସ ।

‘ସମଧ୍ୱନି’ ବିଶ୍ୱାସ କରେ :

ମଣିଷ ମଣିଷ ଭିତରେ ଜାତି, ଧର୍ମ, ଆଞ୍ଚଳିକତା ଓ ଲିଙ୍ଗ ଭିତ୍ତିକ ଭେଦଭାବ ମନୁଷ୍ୟ କୃତ, ପ୍ରକୃତି ସୃଷ୍ଟ ନୁହେଁ ।

ସବୁ ମଣିଷ ଭିତରେ ପ୍ରକୃତି ଭରି ଦେଇଛି ଅନେକ ଗୁଣ ଓ କଳାକାରିତା ।

ସମସ୍ତଙ୍କ ଭିତରେ କଳାର ସନ୍ଧାନ

ସମସ୍ତ ପ୍ରକାର କଳାର ଅଭିବ୍ୟକ୍ତିକୁ ଓ କଳାକାରଙ୍କୁ ସମ୍ମାନ ପ୍ରଦର୍ଶନ

କଳାର ଏହିସବୁ ଅଭିବ୍ୟକ୍ତିକୁ ଆଧାର କରି ମଣିଷ ଭିତରେ ମାନବିକ ମୂଲ୍ୟବୋଧର ସୃଷ୍ଟି ଓ ସାଂସ୍କୃତିକ ସହାବସ୍ଥାନ

ଏକ ଯୁଦ୍ଧଖୋର ବିଶ୍ୱ ନୁହଁ ବରଂ ଶାନ୍ତି, ମୈତ୍ରୀ, ସଂହତି ଓ ସମାନତା ଭିତ୍ତିକ ବିଶ୍ୱର ପରିକଳ୍ପନା ।

ଏକ ବୃହତ୍ତର ଉଦ୍ଦେଶ୍ୟ ନେଇ ପୃଥିବୀକୁ ଯୁଦ୍ଧ, ହିଂସା ଓ ଲାଭ ଲୋଭର କବଳରୁ ରକ୍ଷା କରିବା ପାଇଁ ଆମ୍ଭେ ନିଜର ଲକ୍ଷ୍ୟ ଓ ବିଶ୍ୱାସକୁ ଆଗେଇନେଇ ଚାଲିଛୁ ।

  ୨୦୦୫ ମସିହା ଅଗଷ୍ଟ ୧୫ ତାରିଖ ‘ସମଧ୍ୱନିର ପ୍ରଥମ ପରିପ୍ରକାଶ ଦିନରୁ ଏହି କାର୍ଯ୍ୟକୁ ଆଗେଇ ନେବା ହିଁ ମୂଳଲକ୍ଷ୍ୟ ରହିଆସିଛି । ଏହି ଯାତ୍ରାରେ ସାମିଲ ହୋଇଛନ୍ତି ସମାଜର ବିଭିନ୍ନ ବର୍ଗର ସୃଜନଶୀଳ, ମାନବବାଦୀ, ଦୂରଦୃଷ୍ଟି ସମ୍ପନ୍ନ ମଣିଷ । ସମଧ୍ୱନି ସାଂସ୍କୃତିକ ପରିବର୍ତ୍ତନର ଏକ ସଫଳ ସୂତ୍ରଧର ହୋଇପାରିଲେ ଆମର ଶ୍ରମ ସାର୍ଥକ ହେବ । ଅପେକ୍ଷା ଆପଣମାନଙ୍କର ସ୍ନେହଁ ଏବଂ ସହଯୋଗ। ସ୍ୱୟଂପ୍ରଭା ପାଢ଼ୀ ସମ୍ପାଦକ ‘ସମଧ୍ୱନି’

SAMADHWANI

COMMON PEOPLE’S VOICE

Samadhwani is a humble initiative to bring together the marginalized and suppressed voices of the most common people in our society. It intends to work as a catalyst of cultural transformation process by involving the creative, humanist and visionary elements of different sections of our society. The efforts will bear fruits only if we all take part in this collective process.

SAMADHWANI BELIEVES THAT:

Nature has created every human being equal but man created religion, cast, gender and regional differences to divide themselves.

Every human being have their own qualities and they are equally talented

A thrust to see the inner talents within every human being

To respect all artists and their artistic

All these cultural ways will be worked as ground work to spread the message of humanitarianism and cultural co-existence in the society

A world with full of peace, friendship, solidarity and equality and where violence and war has no presence

With a greater mission to save the world from war, violence and greediness of profit “Samadhwani” has found its own way to go forward

On 2005 August 15th from the first day of “Samadhwani” cultural organization it has taken forwards this mission.

In this process “Samadhwani” has included many creative, humanitarian and visionary people from different strata of the society.

Our mission will succeed when Samadhwani will successfully take part its role in the process of cultural transformation.

Waiting only for Love and Support from friends, readers and well wishers

Swayamprava Parhi (ADMIN/ EDITOR SAMADHWANI)

Please support atleast Rs 20/- , Rs 50/- , Rs 100/- for a story.
Back to top button