ଲେଖକ
Samadhwani
Common People’s Voice
Dear Friends,
Greetings from “Samadhwani“! We request you to take part in the creative cultural initiatives of this magazine of a very different kind. Please contribute an article, piece of art, cultural items, video clips, audio and any other important thing that you would like to share with wider sections of the society through Samadhwani.
The broad areas of our interest include classical and folk cultural analysis, criticism on different aspects of culture, film and theatre review, artists and their artistic work and different musical instruments practised by the common people.
Shall be happy and grateful if we get a positive response from you.
Swayamprava Parhi
(Editor)
Our contact mail :
editorsamadhwani@gmail.com
ଅନେକ ଲୁପ୍ତପ୍ରାୟ କଳା, ସଂସ୍କୃତି ଓ କଳାକାରଙ୍କ ସମସ୍ୟା ଆଜିବି ଓଡିଶା ଭିତରେ ଭରି ରହିଛି । ଏହିଭଳି ଅବହେଳିତ ‘ସ୍ଵର’ମାନଙ୍କୁ ଉପସ୍ଥାପନ କରିବାପାଇଁ ଚାହୁଁଥିବା ସବୁ ଲେଖକ/ ଲେଖିକାମାନଙ୍କୁ ‘ସମଧ୍ୱନି’ ତରଫରୁ ଅଭିନନ୍ଦନ। ‘ସମଧ୍ୱନି’ର ଲକ୍ଷ୍ୟ ପଥରେ ଆପଣମାନେ ହେବେ ସବୁବଡ଼ ସାଥୀ । ଆମ ସମସ୍ତଙ୍କର ଉଦ୍ଦେଶ୍ୟ ହେବ ଓଡ଼ିଶାର ଅବହେଳିତ କଳା ଓ କଳାକାର ସମୂହକୁ ଲୋକ ଲୋଚନକୁ ଆଣିବା। ସାକ୍ଷାତକାର, ବିଶେଷ ଉପସ୍ଥାପନା, କଳା ଓ କଳାକାରଙ୍କ ଉପରେ ଛୋଟ ଛୋଟ ବୃତ୍ତଚିତ୍ର, ଲୋକଗୀତ ସଂଗ୍ରହ କରି ଆପଣମାନେ ଏହି କାର୍ଯ୍ୟଟିକୁ ସହଯୋଗ କରିପରିବେ ।
-
-
-
-
-
-
-
-
-
-
-
-
-
-
-
-
-
ଡ଼ଃ ଦାମୋଦର ହୋତା
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ମହାନଗୁରୁ(ଓଡ଼ିଶା), ସ୍ୱରରଙ୍ଗର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ୍ୟ, ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର) -
-
ଗୁରୁ ଶ୍ରୀ ଧନେଶ୍ୱର ଦାସ
“ଗୁରୁ ଶ୍ରୀ ଧନେଶ୍ୱର ଦାସ” କଲିକତାରୁ କିରାଣା ଘରାନା ଏବଂ ଗୋୟାଲିୟର ଘରାନାରେ ଗୁରୁଙ୍କ ଆଶ୍ରମରେ ରହି ସଙ୍ଗୀତ ଶିକ୍ଷା ଅର୍ଜନ କରିଥିଲେ । ନିଜର କଳାକୁ ବଜାରର ପଣ୍ୟ କରିବାପାଇଁ କୁଣ୍ଠାବୋଧକରି “ସ୍ୱରତୀର୍ଥ” ନାମକ ଏକ ସଙ୍ଗୀତ ଅନୁଷ୍ଠାନ ସତୁରିଦଶକରେ ଭଦ୍ରକଠାରେ ଆରମ୍ଭ କରିଥିଲେ । ନିଜସ୍ୱ ତତ୍ତ୍ୱାବଧାନରେ ଆଜିଯାଏ ଉକ୍ତ ଅନୁଷ୍ଠାନଟିକୁ ସେ ଚଳାଇଆସିଥିଲେ। ସଙ୍ଗୀତ ସୁଧାକର ନାମରେ ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି । ସଙ୍ଗୀତ ସାଧନାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଜୀବନର ଶେଷ ପର୍ଯ୍ୟନ୍ତ ଆପଣେଇ ନେଇଥିଲେ ଗୁରୁ ଶ୍ରୀ ଧନେଶ୍ୱର ଦାସ” -
-
-
-
-
-
-
-
-
-
-
-
-
-
-
-
-
-
-
ନଟବର ଷଡ଼ଙ୍ଗୀ
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher) -
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
-
ସୁଧୀର କୁମାର ସାହୁ
ଡକ୍ଟର ସୁଧୀର କୁମାର ସାହୁ (ଅଧ୍ୟକ୍ଷ, ଓଡ଼ିଆ ବିଭାଗ, ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ ଜାମସେଦପୁର, ଝାରଖଣ୍ଡ, 831001) -
-
-
ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ
ଓଡ଼ିଶାର “ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର”ର ପୂର୍ବତନ ଅଧକ୍ଷ , ଗଣିତଶାସ୍ତ୍ର ବିଶେଷଜ୍ଞ, ସମାଜ ବିଜ୍ଞାନୀ , ସମଧ୍ୱନିର ଅନ୍ୟତମ ଦିଗ୍ଦର୍ଶକ -
ସ୍ୱୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଓ ସମ୍ପାଦକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। -
-
-
-
ପଣ୍ଡିତ ଉମେଶ ଚନ୍ଦ୍ର କର
ତବଲାର ପ୍ରସିଦ୍ଧ ଗୁରୁ (ଓଡ଼ିଶା) ତଥା ପୂର୍ବତନ ଅଧ୍ୟକ୍ଷ୍ୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର -