ସଙ୍ଗୀତ

ସଙ୍ଗୀତର ବିଭିନ୍ନତା ଯେମିତିକି ଓଡ଼ିଶାର ନିଜସ୍ୱ ଓଡ଼ିଶୀ ସଙ୍ଗୀତ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ ଓ ଜନଗଣଙ୍କର ସମସ୍ୟା ଉପରେ ଆଧାରିତ ଗଣଚେତନାର ସଙ୍ଗୀତ ଗୁଡ଼ିକୁ ଏବଂ ଏହିସବୁ ସଙ୍ଗୀତ ସମ୍ପର୍କରେ କିଛି ଲେଖାକୁ ଏଠାରେ ଉପସ୍ଥାପନ କରାଯାଇଛି ।

Latest ସଙ୍ଗୀତ News

ପରମ୍ପରାର ପିଣ୍ଡିରେ ଗୋପାଳଙ୍କ ଓଗାଳ  ଓ ତାର ବ୍ୟାପକତା

ଗୋପାଳ ସମ୍ପ୍ରଦାୟର ଅନନ୍ୟ ଲୋକପରମ୍ପରା ‘ଓଗାଳ’ ଉପରେ ଏହି ପ୍ରବନ୍ଧଟି ଆଧାରିତ । ଓଗାଳ କେବଳ…

ମନୁଷ୍ୟର ମନସ୍ତାତ୍ତ୍ୱିକ ବିକାଶରେ ସଂଗୀତର ପ୍ରଭାବ

ବୈଚିତ୍ରମୟ ସୃଷ୍ଟିର ସମସ୍ତ ରହସ୍ୟ ଓ ସିଦ୍ଧାନ୍ତ ଏକ ଶାବ୍ଦିକ ଅନୁଶୀଳନ କମ୍ପନର ରୂପରେଖ ।…

ଓଡିଶାର ଶାସ୍ତ୍ରୀୟ ସଂଗୀତର ସ୍ଥିତି ଓ ପ୍ରଗତି : କାଲି ଓ ଆଜି

ଗୁରୁ ଶ୍ରୀ କରୁଣାକର ନାୟକ ଦୀର୍ଘଦିନ ଧରି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ…

Guru Karunakar Nayak

ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସରେ “ଓଡ଼ିଶା ଧ୍ରୁପଦ୍ ରତ୍ନ ଜ୍ୟୋତି ଆୱାର୍ଡ଼ -୨୦୨୫”

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ (ଡି ଏମ ଏଫ୍) ପକ୍ଷରୁ ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସ-୨୦୨୫…

Mukund Dev Sahoo

ଧ୍ରୁପଦ ଗାୟନର ଏକ ମନୋରମ ସନ୍ଧ୍ୟା (କଳ୍ପ ସ୍ୱର ସିରିଜ୍ 4)

ଜାନୁଆରୀ ୨୨ତାରିଖ ଦିନ ଭୁବନେଶ୍ୱରର ଖଣ୍ଡଗିରି ଠାରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ(DMF) ଗୁରୁକୁଳରେ କଳ୍ପ ସ୍ୱର…

ବିଶ୍ଵ ସଙ୍ଗୀତ ଏବଂ ଯୋଗ ଦିବସରେ ଉତ୍ସବ ମୁଖୁର ଭୁବନେଶ୍ଵର

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ…

ଖିଆଲି ମନ

୧୯୮୦ ମସିହାର କଥା । ଭାରତର ଶାସ୍ତ୍ରୀୟ ସଙ୍ଗୀତ ଜଗତ ଯେମିତି ଚମକୁ ଥିଲା ।…

ମୃଦଙ୍ଗ ସୃଷ୍ଟି ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ମତ

"ବୈଦିକ ସାହିତ୍ୟରେ ଦୁନ୍ଦୁଭି, ଭୂମି ଦୁନ୍ଦୁଭି, ବନସ୍ପତି, ଗୋଧା, ପିଙ୍ଗା ଆଦି ଅନେକ ଚର୍ମବାଦ୍ୟର ଉଲ୍ଲେଖ…

ଉସ୍ତାଦ୍ ରସିଦ୍ ଖାନ୍: ଶାସ୍ତ୍ରୀୟ ସଂଗୀତର ଏକ ଯୁଗର ଅବସାନ

୨୦୨୪ ର ଆଗମନ କାହା ପାଇଁ କଣ ହେଇଥିବ, ହେଲେ ୯ ଜାନୁଆରୀ ଦିନ ଶାସ୍ତ୍ରୀୟ…

Dr. Samidha Vedabala

ଗୁରୁଶ୍ରେଷ୍ଠ ବନମାଳୀ ମହାରଣା

ଗୁରୁ ବନମାଳୀ ମହାରଣା, ଯାହାଙ୍କପାଇଁ ଜଗତଟି ଥିଲା ସଙ୍ଗୀତମୟ...ଗତ ୨୦୧୮ ନଭେମ୍ବର ୧୭ ତାରିଖରେ ଏହି…