ଶ୍ରୀ ଅଶୋକ କୁମାର ମହାନ୍ତି
- କଳା ସଙ୍ଗୀତ
ଚର୍ଚ୍ଚିତ ଚିତ୍ରଶିଳ୍ପୀ ଏ.ଆର୍. ଚୁଘଟାଇ
ଭାରତୀୟ ଚିତ୍ରକଳା କ୍ଷେତ୍ରରେ ଯେଉଁମାନଙ୍କର ନାମ ଓ କୃତି ସାମନାକୁ ଆସେ ସେମାନଙ୍କ ଭିତରୁ ଆସନ୍ତି ଶିଳ୍ପୀ ଏ.ଆର.ଚୁଘଟାଇ । ଚୁଘଟାଇ ପରିବାରର ସେ ଥିଲେ ଶେଷ…
Read More » - ସମ୍ପାଦକୀୟ
ଭଦ୍ରକର ଲୋକକଳା
ଆଦିବାସୀମାନେ କେବଳ ଘରକୁ ସୁନ୍ଦର ଭାବେ ସଜାନ୍ତି ନାହିଁ, ଦେହରେ ମଧ୍ୟ ଚିତା କୁଟାଇ ନିଜକୁ ସଜ୍ଜିତ କରିଥାନ୍ତି । ଏବେ ଏବେ ଦେହରେ ଚିତା କୁଟାଇବା…
Read More » - ସମୀକ୍ଷା
‘ପାଳିଆ’ର ଭାଇଚାରା ସଂସ୍କୃତି
ଭଦ୍ରକ ସହର ପାଖରୁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗଲେ ପ୍ରାୟ ୧୨ କି.ମି ଦୂରରେ ପଡ଼େ ଅଲ୍ଲିନଗର ଛକ । ଅଲ୍ଲିନଗର ପାଖରୁ ବିରଞ୍ଚିନାରାୟଣ କଲେଜ ରାସ୍ତାରେ…
Read More » - କଳା
ଇତିହାସରେ ପ୍ରଥମ ଗଣ୍ଡ ପର୍ଧାନ ଚିତ୍ରଶିଳ୍ପୀ “ଜନଗଡ଼ ସିଂ ଶ୍ୟାମ”
ଜନଗଡ଼ ସିଂ ଶ୍ୟାମଙ୍କ ଜନ୍ମ ୧୯୬୨ ମସିହା ରେ ପୂର୍ବ ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାର ପତନ୍ଗଡ଼ ଗାଁ ରେ ହୋଇଥିଲା । ଜନଗଡ଼ଙ୍କ ଜନ୍ମବେଳେ ସରକାରୀ ଜନଗଣନା…
Read More » - କଳା
ଶିଶୁମାନଙ୍କର ସୃଜନଶକ୍ତି ଓ ଚିତ୍ରକଳା
ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ନିମନ୍ତେ ବହୁ କାର୍ଯ୍ୟକ୍ରମ ସରକାରୀ ଓ ବେସରକାରୀ ସ୍ତରରେ ନିଆଯାଇଛି । ଶିକ୍ଷାର ପ୍ରସାର ସଂଗେ ସଂଗେ ଆମ ରାଜ୍ୟରେ ପ୍ରାଥମିକ…
Read More » - କଳା
କଳା ଓ ସମାଜ
କଳା ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ । ଆଦିମ ମଣିଷ ଗୁମ୍ଫାକାନ୍ଥରେ ଚିତ୍ର କରୁଥିଲା । ମିଶରର କର୍ଣ୍ଣକି…
Read More » - କଳା
ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ
ମାଟି ଓ ମଣିଷ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିଳ୍ପୀର ସୃଜନ ଶକ୍ତି ବଳରେ ମାଟି ପିଣ୍ଡୁଳା ପାଏ ଜୀବନ୍ୟାସ। ପିଲାଟିଏ ଜନ୍ମ ହୁଏ। ଟିକେ…
Read More » - କଳା
ଶିଶୁ, କିଶୋର ସାହିତ୍ୟରେ ଚିତ୍ର ଓ ଅଳଙ୍କରଣ
ଇତିହାସରେ ମଣିଷ ଓ ତା’ର ସଭ୍ୟତାର ଅଗ୍ରଗତି କ୍ଷେତ୍ରରେ ଚିତ୍ରକଳାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନିଜ ମନର…
Read More » - ନାଟକ
ଭଦ୍ରକର ମୋଗଲ ତାମସା – ଏକ ସଂକ୍ଷିପ୍ତ ଆକଳନ
ଭଦ୍ରକ କହିଲେ ଭଦ୍ରକାଳୀ ଓ ମୋଗଲ ତାମସା ପାଇଁ ପ୍ରସିଦ୍ଧ । ଭଦ୍ରକର ଅନ୍ୟ ଏକ ବିଶେଷତ୍ୱ ପାଳୁଅ ଲଡ଼଼ୁ ମଧ୍ୟ । ଭଦ୍ରକ ଭଳି ସାଂସ୍କୃତିକ…
Read More » - କଳା
ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଡ. ଦୀନନାଥ ପାଠୀ
ଆର୍ନ୍ତାଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ଡକ୍ଟର ଦୀନନାଥ ପାଠୀ, ଜଣେ ରେନିସାନସ ମ୍ୟାନ । ଏକାଧାରରେ ଜଣେ ରଂଗ ତୂଳିର ତପସ୍ୱୀ । ଏକନିଷ୍ଠ ନିରଳସ ଏବଂ ଯଶସ୍ୱୀ…
Read More »