ସାହିତ୍ୟ

ଏଥିରେ କାବ୍ୟ, କବିତା, ଆଲୋଚନା, ଗଳ୍ପ, ଉପନ୍ୟାସର ବିଷୟବସ୍ତୁ ଉପସ୍ଥାପନ କରାଯାଇଛି ।

Latest ସାହିତ୍ୟ News

ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି (ଗୌରୀ ଲଙ୍କେଶଙ୍କ ସ୍ମୃତିରେ )

ନିର୍ଜୀବ କରିଲା ସିନା ନୀରବ ପାରି ନାହିଁ କରି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି…

ମୋତେ ହତିଆର କର ନାହିଁ

ଯେଉଁ ଲେଖା ତୁମକୁ ନ ସୁହାଇଲା ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା, ଦେଶକୁ ପଚାରୁଛି…

ମରିନାହିଁ ସେ ତ ମରଣଜୟୀ(ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ )

କାଳ ମହରଗ ପଡିଥିଲା ଭାରି ଭୟଙ୍କର ନ’ଅଙ୍କର ସୁନାର ଆମର ଉତ୍କଳ ଆମର କାଳିମା ଛୁଇଁ…

‘ଚିର ପ୍ରଦୀପ୍ତ’ – କବି ସଚ୍ଚିଦାନନ୍ଦ ରାଉତରାୟ

ପ୍ରଖ୍ୟାତ କବି ସଚ୍ଚିଦାନନ୍ଦ ରାଉତରାୟ ମାତୃଭୂମି ପୃଷ୍ଠାରେ ‘ଚିର ପ୍ରଦୀପ୍ତ’ ଶୀର୍ଷକ କବିତାଟି ପ୍ରକାଶ କରି…

ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

https://youtu.be/bx496zZWGPQ ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ ଶକୁନ ଶାସନ ଅବସାନ…

କଂସ ରାଜୁତି (ବିପ୍ଲବୀ ଗଣନାଥ ପାତ୍ରଙ୍କ ସ୍ମରଣରେ)

କଂସ ରାଜୁତି ରାଜି ଏବେ ବି ଯାଇନି ଭାଜି, ଆଖିର ଲହୁରେ ଦେବକୀ ମାଆ ଗୋ…

ତକ୍ଷକର ପ୍ରଶ୍ନ

ସେ କିପରି ଦାୟୀ ଖାଣ୍ଡବ ବନରେ ଅଗ୍ନିକାଣ୍ଡ ପାଇଁ! ଯେଉଁଠି ଜଳିଗଲା ତାର ପ୍ରିୟତମା ପତ୍ନୀ…

ବାଲ୍ମୀକିଙ୍କୁ ପ୍ରଶ୍ନ

ତୁମେ ମୋତେ କାହିଁକି କରିଲ ସୃଷ୍ଟି ହେ! ଋଷି ବାଲ୍ମୀକି? କାହିଁକି ଛଡାଇ ନେଲ ମୋର…

ତାଲାବନ୍ଦ

ତାଲାବନ୍ଦ ସେମାନଙ୍କୁ ବନ୍ଦୀ କରୁଥିଲ ସେମାନେ ପଚାରୁଥିଲେ କି ଅପରାଧ ଆମର? କ୍ଷମତାରେ ମତ୍ତ ତୁମେ…

ଭୂମିକମ୍ପ: ତିନୋଟି ପ୍ରତିକ୍ରିୟା

-୧- ସବୁ ଭାଂଗି ପଡିବା ପରେ ମୃତ୍ୟୁ ଏତେ ସହଜରେ ଆସି ତୁମକୁ ଆଦରି ନେବା…