Home / ରାଧାମୋହନ ଗଡନାୟକ

ରାଧାମୋହନ ଗଡନାୟକ

କବି

ମରିନାହିଁ ସେ ତ ମରଣଜୟୀ(ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ )

କାଳ ମହରଗ ପଡିଥିଲା ଭାରି ଭୟଙ୍କର ନ’ଅଙ୍କର ସୁନାର ଆମର ଉତ୍କଳ ଆମର କାଳିମା ଛୁଇଁ ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣି ଭୂଇଁ । ଲକ୍ଷ୍ମୀର ଦେଶ ହୋଇଯାଇଥିଲା ଆହା କି ଜୂର । ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୂର । ଦୁଇ ତିନି …

Read More »

ମାଟିର ମଣିଷ

ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ? ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି । ଗର୍ଜି ଉଠୁଛି ଥରେ …

Read More »

ସୃଷ୍ଟିର ଅପମାନ

ଭଗବାନ, ଭଗବାନ କେଉଁ ଦେଶେ ବସି   ଦେଖୁଅଛ ଆଜି ସୃଷ୍ଟିର ଅପମାନ? ନିଜ ରୂପ ଦାନେ      ମୁଗ୍ଧ ପରାଣେ ବିଶ୍ୱ-ଭୂବନ-ଭୂମେ ଜୀବ ଜଗତର        ସୃଷ୍ଟି ଉପରେ ଗଢ଼ିଚ ଯାହାକୁ ତୁମେ, ଦୀପ୍ତ ଯାହାର         ଶୁଭ୍ର ଲଲାଟେ ବିଦାୟ ଆଲିଙ୍ଗନ ଆସିବାର ବେଳେ    ଆଙ୍କି ଦେଇଚ ମଙ୍ଗଳ …

Read More »