Home / ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Photo credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ ବସି ଅଶ୍ରୁ ଗଡାଉଥିଲେ । ମଝିରେ ମଝିରେ ସାନ ଝିଅର କାନ୍ଦଣା ସଭିଙ୍କର କୋହକୁ ବଢାଇ ଦେଉଥିଲା । ମୁଁ ଅଶ୍ରୁ ସମ୍ବରଣ କରି, କାନ୍ଥକୁ ଆଉଜି ବସିଥିଲି …

Read More »

ସଂଗୀତରେ ଦେଶପ୍ରୀତି : ୧୯୯୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ମନମୋହନ ମିଶ୍ରଙ୍କ ବକ୍ତବ୍ୟ

ମନମୋହନ ମିଶ୍ର – ୨୩. ୩. ୧୯୨୦ – ୧୯, ୧୧, ୨୦୦୦ ପ୍ରଫେସର ବୀରେନ୍ଦ୍ର ନାୟକ : ମନମୋହନ ମିଶ୍ରଙ୍କ ନାଁ ଶୁଣିଥିଲି । ବୋଧହୁଏ ପିଲାବେଳେ ଥରେ ସେ ଜାମସେଦପୁର ଯାଇଥିଲେ, ସେତେବେଳେ ତାଙ୍କୁ ଦୂରରୁ ଦେଖିଥିଲି । କିନ୍ତୁ ତାଙ୍କୁ ଅତି ପାଖରୁ ଦେଖିଲି …

Read More »

ବିବେକାନନ୍ଦ ପ୍ରାସଙ୍ଗିକ

କେହି ବା କୈାଣସି ବିଷୟ ପ୍ରାସଂଗିକ କହିବାରେ ନିହିତ ରହିଛି ଅତୀତକୁ ବର୍ତ୍ତମାନ ସହ ଯୋଡିବା ।  ଯାହା ବ୍ୟାପକ ଦୃଷ୍ଟିରୁ ପ୍ରାସଂଗିକ ତାହା ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ସାହାସିକତା , ଯାହା ଆଜିର ଆବଶ୍ୟକତା । ଯେପରି- ୧. ଧର୍ମାନ୍ଧତା ବିରୋଧରେ, ଧର୍ମନାଁରେ ହତ୍ୟା ବିରୋଧରେ ସ୍ୱର …

Read More »

ବିଜ୍ଞାନ ଓ ବିନୟ

ମୂଳଲେଖା : ପଣ୍ଡିତ ଜବାହରଲାଲ ନେହେରୁ ଅନୁବାଦ: ପ୍ରଫେସରବୀରେନ୍ଦ୍ର ନାୟକ ଏହି ଅଭିଭାଷଣ ପଣ୍ଡିତ ଜବାହାରଲାଲ ନେହେରୁ ୧୪ ଜାନୁଆରୀ ୧୯୫୭ ମସିହାରେ କଲିକତାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସର ବାର୍ଷିକ ଅଧିବେଶନରେ ଦେଇଥିଲେ । ଏହି ଅଧିବେଶନରେ ସଭାପତିତ୍ୱ କରୁଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଭାରତୀୟ ବିଜ୍ଞାନ …

Read More »

ପାପୁଲି

ପାପୁଲିର କେଉଁ ରେଖା କହୁଥିଲା ଯେ ହାତରୁ ଏ ଛିନ୍ନହେବ ଓ ନିଃସଙ୍ଗ ଗଡ଼଼ିବ? ଯେଉଁ ପାପୁଲିକୁ ଧରି ମା’ ମୋର ଚାଲି ଶିଖାଇଲା ଯାହାକୁ ମୁଁ ଆଶ୍ରା କରି ଗଛରେ ଚଢ଼ିଲି ତାଳ ଧରି ବାହି ହେଉଥିଲି । ଯେଉଁ ପାପୁଲିରେ ମୁଁ ପାଇଲି ମୋ ପ୍ରିୟାର …

Read More »

ଓଡିଆ ଭାଷା ଆନ୍ଦୋଳନ – ୩

ସାଧାରଣ ଲୋକଟି ମନରେ ପ୍ରଶ୍ନ ଯେ ଆଜି ଯେଉଁ ଆନ୍ଦୋଳନ ସେ ଦେଖୁଛି, ୧୯୫୪ ଆଇନକୁ କାର୍ଯ୍ୟକାରୀ କରିବାର ଦାବିକୁ ନେଇ, ତାହା କାହିଁକି ମୁଣ୍ଡ ଟେକିବାକୁ ୬ଦଶନ୍ଧି ଲାଗିଗଲା । ଯେଉଁମାନେ ଆଜି ଆନ୍ଦୋଳନରେ ସକ୍ରିୟ, ସେମାନେ ସେମାନଙ୍କର ଯୁବାବସ୍ଥାରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ କାହିଁକି …

Read More »

ବାଜିରାଉତ ଛାତ୍ରାବାସ (ଶ୍ରୀମତୀ ମାଳତୀ ଚୈାଧୁରୀ-9)

ଜେଲରୁ ଖଲାସ ହେବାର ମାତ୍ର ବର୍ଷକ ପରେ ବାଜିରାଉତ ଛାତ୍ରାବାସର ପ୍ରତିଷ୍ଠା ହୋଇଥିଲା । ଉଦ୍‌ଘାଟନର ତାରିଖ ଥିଲା ୧୧ ମଇ ୧୯୪୬ । ଉତ୍ସବରେ ପୌରହିତ୍ୟ କରିଥିଲେ ହରେକୃଷ୍ଣ ମହତାବ । ‘ଅନୁଗୋଳରେ ଦୁଃସ୍ଥ, ଅତ୍ୟାଚାରିତ ଓ ବହୁ ବର୍ଷ ଜେଲ ଭୋଗୁଥିବା ଗଡଜାତର ପିଲାଙ୍କୁ ନେଇ …

Read More »

ସହିଦ ବାଜି ରାଉତ ସମ୍ପର୍କରେ (ଶ୍ରୀମତୀ ମାଳତୀ ଚୈାଧୁରୀ-7)

ଢେଙ୍କାନାଳ ପ୍ରଜା ଅନ୍ଦୋଳନର ଏକ ସ୍ମରଣୀୟ ଘଟଣା ହେଉଛି ବ୍ରାହ୍ମଣୀ ନଦୀର ନୀଳକଂଠପୁର ଘାଟରେ ଡଂଗା ଜଗି ଶୋଇଥିବା ବାର ବର୍ଷର ବାଳକ ବାଜି ରାଉତ ସିପାହୀ ଫୈାଜ ଗୁଳିରେ ଟଳି ପଡିବା, ସହିଦ ହୋଇଯିବା । ସେ ଦିନ ଥିଲା ୧୯୩୮ ମସିହା ଅକ୍ଟୋବର ୧୧, ପାହାନ୍ତା …

Read More »

ଚମାଖଣ୍ଡି

ଧୂସର ଧୂମ୍ର ବଳୟ ଭିତରେ ହଜିବାର ଭବିଷ୍ୟତ ନେଇ ଏ ପୃଥିବୀ ପୃଷ୍ଠକୁ ତୁ କଣ ଆସିଥିଲୁ ଚମାଖଣ୍ଡି? ତୋର ସବୁଜିମା ତୋର ରତ୍ନଗର୍ଭା ମାଟି ତା ଉପରେ ଖେଳୁଥିବା ପିଲାର ଅଧିକାର ସବୁକୁ ତୁ ଆଦରିଥିଲୁ ତୁ ଚମାଖଣ୍ଡି; ପୁରୁଷ ପୁରୁଷ ଧରି ତୋ କୋଳରେ ବୁଲୁଥିବା …

Read More »