Home / ସମ୍ପାଦକୀୟ

ସମ୍ପାଦକୀୟ

ସମ୍ପାଦକୀୟ

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

9 ଘରକୁ ପହଞ୍ଚିଲି ଦେଖିଲି ସେଠି ମୃତ୍ୟୁର କରାଳ ଛାୟା ପରି ଶୁନ୍ ପରିବେଶ । ଛାତି ଥରିଉଠିଲା, ମୁଁ ଦରଜା ଠେଲି ଭିତରକୁ ଗଲି, ମୋ ବର ମଦନିଶାରେ ତଳେ ପଡ଼ି ରହିଥିଲା । ତୁ ସେଠି କୁଆଡ଼େ ନ ଥିଲୁ । ସେ ସ୍ତ୍ରୀ ଲୋକଟିବି …

Read More »

‘କରୋନା’  ପ୍ରକୃତିର ଏକ ପ୍ରତିବାଦ କି ?

କୁହାଯାଏ ଯେ, ପାରସ୍ପରିକ ସମ୍ପର୍କ ଓ ଏକତାର ସୂତ୍ର ହିଁ ବିଶ୍ୱ ଗଠନର ମୂଳ ଉପାଦାନ । ବହୁତ୍ୱ ମଧ୍ୟରେ ଏକତ୍ୱ ହିଁ, ଆଗାମୀ ବିଜ୍ଞାନର ମୁଖ୍ୟ ସ୍ୱର ହେବା ଆବଶ୍ୟକ । ଆଗାମୀ ଯୁଗର ବୈଜ୍ଞାନିକ ଗବେଷଣା ମାନବିକ ସମ୍ପର୍କକୁ ନେଇ ଆଗେଇବ ବୋଲି ଆଶା କରାଯାଏ …

Read More »

“କଳାକାର ସହାୟତା ପାଣ୍ଠି” ଗଠନ କରିବା ଜରୁରୀ କାହିଁକି?

ବିଗତ ଦୁଇମାସ ଧରି ରାଜ୍ୟରେ ଓ ସମଗ୍ର ଦେଶରେ ତାଲାବନ୍ଦ ପରିସ୍ଥିତି ଲାଗି ରହିଛି । ବିଭିନ୍ନ ସ୍ଥାନରେ ଅଟକିଯାଇଥିବା ଶ୍ରମିକ ଓ ବିଭିନ୍ନ କର୍ମଜୀବୀ ମଣିଷ ଘରକୁ ଫେରିବା ଆରମ୍ଭ କଲେଣି । ଧିରେ ଧିରେ ରାଜ୍ୟବାସୀ ଚଳଚଞ୍ଚଳ ହେଲେଣି । ଏମିତି ଏକ ବିପତ୍ତି ସମୟରେ …

Read More »

ମୋ ପାଇଁ ଅପେକ୍ଷା କର (ଶ୍ରଦ୍ଧାଞ୍ଜଳି ଇରଫାନ)

(ଫୋଟୋ କ୍ରେଡିଟ – ପୁରୁଷୋତ୍ତମ ସିଂ ଠାକୁର) ମୋ ପାଇଁ ଅପେକ୍ଷା କର , ଏହା ଥିଲା ତୁମର ଅଙ୍ଗରେଜି ମିଡ଼ିଅମ ଫିଲ୍ମର ପ୍ରମୋସନ ବେଳର ଶେଷ ବାକ୍ୟ । ଅପେକ୍ଷା କରିବାକୁ କହୁଥିଲ ସେଦିନ କ’ଣ ତମର ଶେଷ ସମୟକୁ ? ସେ ସମୟଟା ଆଜି ଆସିଯାଇଛି …

Read More »

ଓଡ଼ିଶାରେ ସଂଗୀତ  ଚର୍ଚ୍ଚା

ଓଡ଼ିଶାରେ ସଂଗୀତ ଶିକ୍ଷା ସମ୍ପର୍କରେ କିଛି ଲେଖା ଖୋଜୁ ଖୋଜୁ ପାଇଥିଲି ଶ୍ରୀ କୃଷ୍ଣ ପ୍ରସାଦ ବସୁ ଡଗର ପୃଷ୍ଠାରେ ଲେଖିଥିବା ଲେଖାଗୁଡିକୁ l ଏଥିରୁ କେତୋଟି ସମଧ୍ୱନିରେ ପ୍ରକାଶ ମଧ୍ୟ କରାଯାଇଛି l ତାଙ୍କ ଲେଖା ଗୁଡିକୁ ଅନୁଧ୍ୟାନ କଲାପରେ ଜାଣିବାକୁ ମିଳିଲା ଯେ, କୃଷ୍ଣ ପ୍ରସାଦ …

Read More »

ଶ୍ରଦ୍ଧାଞ୍ଜଳି ‘ଗୁରୁଶ୍ରେଷ୍ଠ ବନମାଳୀ ମହାରଣା’ (ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ)

ଗୁରୁ ବନମାଳୀ ମହାରଣା, ଗତ ୨୦୧୮ ନଭେମ୍ବର ଚାରି ତାରିଖରେ ଏହି ସଙ୍ଗୀତ ଜଗତରୁ ଅନ୍ତିମ ବିଦାୟ ନେଇ ଚାଲିଗଲେ । ସମଗ୍ର ଜୀବନ ସଙ୍ଗୀତ ସାଧନା ଓ ସଙ୍ଗୀତ ଶିକ୍ଷାଦାନ ପାଇଁ  ତ୍ୟାଗର ଉଦାହରଣ ସୃଷ୍ଟି କରିଥିଲେ ଶ୍ରୀ ବନମାଳୀ ମହାରଣା । ଓଡ଼ିଶୀ ସଙ୍ଗୀତର ମହାନ …

Read More »

ସ୍ୱାଧିନତାର ସ୍ୱପ୍ନ!!

ନୋବେଲ୍ ବିଜେତା କବି ଓଟାଭିଓ ପେଜ୍ (Octavio Paz) ଲେଖିଛନ୍ତି, “the great poverty of modern thought is the incapacity to think about evil.” ବିପ୍ଲବୀ କବି ମନମୋହନ ମିଶ୍ର ଲେଖିଛନ୍ତି; ପକାତୁ ପଛେ ଚିରା ସମାଜେ ଯେତେ ତୋ ଇଚ୍ଛା ତାଳିରେ ପଡ଼ିଛି …

Read More »

ଶାନ୍ତି ଓ ,ମୈତ୍ରୀ ଭାବନା ବଶ୍ୱ ବଞ୍ଚିରହିବାର ଶେଷମନ୍ତ୍ର

“ମଣିଷ ବଞ୍ଚିରହିବାର ଗୋଟିଏ ରାସ୍ତା ହେଉଛି ସର୍ବଜୀବ ମୈତ୍ରୀ ଚେତନା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ।”- ଭଗବତ ପ୍ରସାଦଙ୍କର ଏହାଥିଲା ଶେଷମନ୍ତ୍ର ସମଗ୍ର ବିଶ୍ୱବାସୀଙ୍କ ପାଇଁ । ଗତ ଜୁନ୍ ୧୮ ତାରିଖରେ ସେ ଆମ ସମସ୍ତଙ୍କଠାରୁ ଚିର ବିଦାୟ ନେଇଛନ୍ତି । ତାଙ୍କର ଆବର୍ତ୍ତମାନରେ ଓଡ଼ିଶାର ବୌଦ୍ଧିକ …

Read More »

ଆମର ସ୍ୱପ୍ନ ଓ ବାସ୍ତବତା

ଏକ ବିଶେଷ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଆମ ସମାଜ ଏବଂ ସାଂସ୍କୃତିକ ଜୀବନ ଗତିକରୁଛି, ଏକଥା ଅନେକ ସ୍ୱୀକାର କରିଛନ୍ତି । ଏଭଳି ସମୟରେ ବିନା ପୃଷ୍ଠପୋଷକତାରେ ବଡ଼ବଡ଼ ସ୍ୱପ୍ନ ଦେଖିବା ଓ ଲକ୍ଷ୍ୟ ରଖିବା ହୁଏତ ସମଧ୍ୱନିକୁ ଅନେକ ସମାଲୋଚନାର ପରିସରକୁ ଆଣିପାରେ । ସେଥିପାଇଁ ବି …

Read More »