Home / ଲୋକମଞ୍ଚ Lokamancha

ଲୋକମଞ୍ଚ Lokamancha

ପାହାଡର ମୃତ୍ୟୁ (ଘୁମେରଗଡ଼ର ଇତିହାସ)

ଲେଖକ – ଅଜିତ ଭୋଇ ଏ ସେ ପାହାଡ ଯେଉଁ ପାହାଡର ଇତିହାସ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ “ଶୁଆ କଥାନି” ସହ ଜଡ଼ିତ । ଏକଦା କନ୍ଧାନ ଗଡ଼ର ପ୍ରବେଶ ଦ୍ଵାର ଥିଲା ତିରିତଲା ଗଡ଼ (ବର୍ତ୍ତମାନର ଟିଟିଲାଗଡ) ତୈତଳିକ ଜନପଦର ପ୍ରବେଶ ଦ୍ଵାର ଯାହା ତିରିତଲା ଗଡ଼ …

Read More »

ଓସ୍ତ ପତର କନିଆ …. ପୁଚି ଲୋ ପୁଚି… ଓଡିଆ ଲୋକଗୀତ

ଉଭା ଯେତିକିକୁ ପୋତା ସେତିକି କେତେଥର କହିଛି, ଆଜି ବି କହୁଛି: ଓଡ଼ିଆ ଲୋକଗୀତର ଉଭା ଯେତିକିକୁ ପୋତା ସେତିକି । ଆମ ଲୋକଗୀତି ସବୁ ଥାନରେ ଅଛି: ପର୍ବରେ ଅଛି, ଖେଳରେ ଅଛି, ସୁଖ ଆଉ ଦୁଃଖ ଦିଆନିଆରେ ବି ଅଛି । ସେସବୁ କିଏ ଲେଖିଛି, …

Read More »

ଗଁଡାବଜା ମହୋତ୍ସବ (ପାଟଣାଗଡ଼)

ଭାରତୀୟ ସଂସ୍କୃତି ରେ ଓଡ଼ିଶାର ଲୋକକଳା ସର୍ବ ପୁରାତନ ଅଟେ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି, ହେଲେ ସେ ଭିତରେ ପଶ୍ଚିମ ଓଡ଼ିଶାର ଲୋକକଳା ସବୁଠୁ ଅନ୍ୟତମ । ସେ ଲୋକକଳା ଭିତରେ ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଗଁଡାବଜା ସବୁ ଲୋକକଳା ଠାରୁ ଭିନ୍ନ ପ୍ରକାରର ଅଟେ। …

Read More »

ଆଶ୍ଚର୍ଯ୍ୟ

ମୂଳ ଲେଖା : ମହାଦେବୀ ବର୍ମା ଅନୁସୃଜନ : ଭାସ୍ଵତୀ ବସୁ ଓ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ( ମହାଦେବୀ ବର୍ମା ଙ୍କର ଏ କବିତା କୌଣସି ପାଠ୍ୟ ପୁସ୍ତକ ରେ ସାମିଲ କରାଯାଇ ନାହିଁ, କାରଣ ଏହା ତଥାକଥିତ ଉଦାର ଭାରତୀୟ ସଂସ୍କୃତି ଉପରେ କୁଠାରାଘାତ ସଦୃଶ୍ୟ …

Read More »

ଶ୍ରଦ୍ଧାଞ୍ଜଳି ‘କେକେ’

ଅନ୍ୟାୟ ଆଉ ଛଳନା ପରେବି ଯିଏ ଭୁଲିଯାଏନି ରାସ୍ତା ସିଏ ହିଁ କଳାକାର୍ (କେକେ) । ଯାହାର ଗୀତରେ ତୁମ ଅନୁଭବ ପାଲଟେ ଅନୁଭୂତି ! ଶତକ ବିତିଯିବ ହେଲେ ବିତି ଯିବନି ଯାର ସ୍ମୃତି । ତାଙ୍କୁ ଲୋଡ଼ା ନାହିଁ କୌଣସି ପ୍ରତିଷ୍ଠିତ ମାନ ସମ୍ମାନ । …

Read More »

ବୁଦ୍ଧ ଓ ଭୀମ ଭୋଇ

ଭୀମ ଭୋଇ ଓ ବୁଦ୍ଧଦେବଙ୍କ ଧରାବତରଣ ଦିବସ କ୍ରମେ ହେବ ବିସ୍ମରଣମୁଖୀ । ବୈଶାଖ ପୂର୍ଣ୍ଣିମାରେ କେବଳ ସ୍ମରି ଦେଲେ କେତେ ବଡ଼ କଥା !! ଭୀମ ଭୋଇଙ୍କ ମାନବବାଦୀ ତଥା ମାନବତାବାଦୀ ଚିନ୍ତାଧାରାର ଦୃଢୋକ୍ତି ଜାତିସଂଘର ସାଧାରଣ ପରିଷଦ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇସାରିଥିଲେ ହେଁ ସେ ନା …

Read More »

ଗାଁର ଗୀତ ପ୍ରଫୁଲ୍ଲ କରଙ୍କ କଣ୍ଠରେ

ପ୍ରଫୁଲ୍ଲ କରଙ୍କ ସଂଗୀତର ତିନିଟି ପକ୍ଷ. ଗାୟନ, ସଂଗୀତ ଓ ରଚନା. ଏହି ତିନିଟି ପକ୍ଷ ଯେବେ ଗୋଟିଏ ଗୀତ ସହ ସଂଲଗ୍ନ ହୋଇଯା’ନ୍ତି, ସେ ଗୀତର ରଞ୍ଜକ ଗୁଣ ଏତେ ଚମକପ୍ରଦ ଯେ ତାକୁ ଶୁଣିଲେ କେବେ ରେଖାଚିତ୍ର ପରି ଲାଗେ, କେବେ ଛାୟାଚିତ୍ର ପରି. ଗୀତି …

Read More »

ରାମ ଜନ୍ମ : ରାମ ପରିଚୟ

ମହର୍ଷି ବାଲ୍ମିକୀ ତପୋନିରତ ସ୍ୱାଧ୍ୟାୟସଂପନ୍ନ ବେଦବିଦିଗରେ ଅଗ୍ରଗଣ୍ୟ ମୁନିବର ନାରଦଙ୍କୁ ସଂବୋଧନପୂର୍ବକ ନିବେଦନ କଲେ,ହେ ଦେବର୍ଷି ! ଏକ୍ଷଣ ଏହି ପୃଥିବୀରେ କେଉଁ ବ୍ୟକ୍ତି ଗୁଣବାନ,ବିଦ୍ୱାନ, ମହାବଳ ପରାକ୍ରାନ୍ତ,ମହାତ୍ମା,ଧର୍ମ ପରାୟଣ,ସତ୍ୟବାଦୀ,କୃତଜ୍ଞ,ଦୃଢବ୍ରତ ଓ ସଚ୍ଚରିତ୍ର ରୂପରେ ଅବସ୍ଥାନ କରୁଛନ୍ତି ? କେଉଁ ବ୍ୟକ୍ତି ସକଳ ପ୍ରାଣୀକୂଳର ହିତ ସାଧନ ସଂପାଦନ …

Read More »