Home / ଭାସ୍କର ପରିଚ୍ଛା

ଭାସ୍କର ପରିଚ୍ଛା

କି କଥା? ନଦୀ କଥା

ଭୂଗୋଳ ଏଭଳି ଏକ ବିଷୟ ଯେଉଁଥିରେ ପୃଥିବୀର ଉପର ଭାଗ ଓ ପ୍ରାକୃତିକ ସମ୍ବଳ ଯଥା ଦେଶ, ଦୁନିଆଁ, ମହାଦେଶ, ନଗର, ନଦୀ ଝରଣା, ସମୁଦ୍ର, ପାହାଡ଼ ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦି ପଢ଼ାଯାଏ। ଆହୁରି ମଧ୍ୟ,ଭୂଗୋଳ ଏକମାତ୍ର ବିଷୟ ଯାହା ଧରାତଳର ସ୍ଥାନୀୟ ବିନ୍ୟାସକୁ ବୁଝିବାରେ ସହାୟତା …

Read More »

ଭୀମଭୋଇ : ଭୂମି ଓ ବିଭା(ପୁସ୍ତକର ସମୀକ୍ଷା)

ଭୀମଭୋଇଙ୍କ ଜୀବନୀ : ନୂଆ ଆଲୋକ କୌଣସି ଏକ ଉପନ୍ୟାସ ପାଇଁ ସଂଗୃହୀତ ଉପାଦାନ ଯେତେବେଳେ ଅନ୍ୟ ଏକ ପୁସ୍ତକରେ ପରିଣତ ହୋଇଯାଏ ତାହା ଅଧିକ ଶାଣିତ ଓ ଉପାଦେୟ ହେବା ସ୍ବାଭାବିକ। ନିକଟରେ ଭୀମଭୋଇଙ୍କ ଜୀବନକୁ ନେଇ ବିଭୂତି ପଣ୍ଡାଙ୍କ ଉପନ୍ୟାସ ‘ ଭୂମାନ୍ଵେଷୀ ‘ ପ୍ରକାଶ …

Read More »

ଏକ ନଦୀର ଇତିହାସ

ଚଳିତ ବନ୍ୟାରେ ସ୍ଵର୍ଣ୍ଣ ତ୍ରିଭୂଜରେ ଅନ୍ତର୍ଗତ ଦୟା, କୁଶଭଦ୍ରା ଓ ଭାର୍ଗବୀ ନଦୀ ଲୋକଙ୍କ ପାଇଁ ଅବର୍ଣ୍ଣନୀୟ ଦୁଃଖ ଓ ଦୁର୍ଦ୍ଦଶାର କାରଣ ହୋଇଥିବା ବେଳେ ଏହି ତିନି ନଦୀର ପୌରାଣିକ, ଆଧ୍ୟାତ୍ମିକ ଓ ସାମାଜିକ ଆବେଦନ କିନ୍ତୁ ଅନସ୍ବୀକାର୍ଯ୍ୟ। ଭାର୍ଗବୀ ନଦୀର ମହତ୍ତ୍ୱ ତ ଆହୁରି ସ୍ୱତନ୍ତ୍ର। …

Read More »

ଅମର ସଙ୍ଗୀତ, ଅନବଦ୍ୟ ଗ୍ରନ୍ଥ

ଦୁଇ ବର୍ଷ ତଳେ ଅର୍ଥାତ୍ ୭ ଜୁନ୍ ୨୦୨୦ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହା ଥିଲା ରାଜ୍ୟବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଭାରତର ତେରଟି ରାଜ୍ୟ ସଙ୍ଗୀତ ଭିତରୁ ଅନ୍ୟତମ, ବନ୍ଦେ ଉତ୍କଳ ଜନନୀକୁ ମାନ୍ୟତା …

Read More »

ମହାବିଷୁବ ସଂକ୍ରାନ୍ତି ଓଡିଆ ନବବର୍ଷ

ସଜ୍ଜନମଣ୍ଡଳୀ, ଅଜି ବିଷୁବ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ବସନ୍ତର ପ୍ରସ୍ଥାନ ପରେ ନିଦାଘର ଆଗମନ । ଫିକା ପଡି ଆସିଲାଣି ରଂଗ । ଉତ୍ତପ୍ତ ହୋଇ ଉଠିଲାଣି ଚଇତି । ସୂର୍ଯ୍ୟଙ୍କ ତେଜସ୍କ୍ରିୟ କିରଣରେ ଚତୁର୍ଦ୍ଦିଗରେ ଉତ୍ତପ୍ତ ପରିବେଶ । ତଥାପି ଆଦ୍ୟ ବୈଶାଖର ଏହି …

Read More »

ଉତ୍କଳ ଦିବସ ଅବସରରେ

ସୌଜନ୍ୟ : ଓଡ଼ିଶା ଭାସ୍କର/୧ ଅପ୍ରେଲ ୨୦୦୬ (ପ୍ରକାଶ ପାଇବାକୁ ଥିବା ଏକ ପୁସ୍ତକର ଅଂଶ ବିଶେଷ) ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ସତୁରୀ ବର୍ଷ (ଏବେ ୮୭ ବର୍ଷ ) ପୂରଣ ହେଲା । ଅଛିଣ୍ଡା ଅଙ୍କ ଅପେକ୍ଷା ଛିଣ୍ଡା ଅଙ୍କରେ ଯେତେବେଳେ କୌଣସି ବର୍ଷପୂର୍ତ୍ତି …

Read More »

ନୀରଦ ମହାପାତ୍ର, ମାୟାମିରିଗ ଓ ସମାନ୍ତରାଳ ସିନେମା

ଚାରିବର୍ଷ ତଳେ ଭାରତୀୟ ସମାନ୍ତରାଳ ସିନେମାର ଅନ୍ୟତମ ପ୍ରବୀଣ ବ୍ୟକ୍ତି ମନୀ  କାଉଲଙ୍କର ନିଧନ ହୋଇଯାଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ବୟସ ହୋଇଥିଲା ମାତ୍ର ୬୬ବର୍ଷ । ନିକଟରେ ନୀରଦ ମହାପାତ୍ର ଚାଲିଗଲେ । ନୀରଦ ମଧ୍ୟ ସେଇ ଦୁରାରୋଗରେ …

Read More »