Home / ଅନ୍ୟାନ୍ୟ

ଅନ୍ୟାନ୍ୟ

ଦର୍ଶନ, ଶାସ୍ତ୍ର, ପୁରାଣର ମସୀକ୍ଷା ଆଦି ଅନ୍ୟ ସମସ୍ତ ବିଷୟ ଏଥିରେ ପ୍ରକାଶିତ ହୋଇଛି ।

ନଟି ବିନୋଦିନୀଙ୍କର ଜୀବନ କଥା(୪)

ବିନୋଦିନୀଙ୍କର ‘ଅବସର’ ସମ୍ପର୍କରେ ଇତିହାସ ପ୍ରାୟ ନିରବ । ଗିରିଶଚନ୍ଦ୍ର, ଅମୃତଲାଲ, ଅର୍ଧେନ୍ଦୁଶେଖର, ଅମରେଶଚନ୍ଦ୍ର ପ୍ରମୁଖ ନାଟ୍ୟଜଗତର ପ୍ରଧାନ ପୁରୁଷମାନେ ଏଇ ବିଷୟରେ ମୌନ ରହିବାଟା ଶ୍ରେୟ ମନେକରିଛନ୍ତି । ଯାହା ହେଉ, ଗୁରୁତ୍ୱ ଦେଲେ ଗିରିଶଚନ୍ଦ୍ରଙ୍କର କଥା ପ୍ରଥମେ ଆସେ । ‘ଆମାର କଥା’ର ଭୂମିକାରେ ‘ଅନେକ …

Read More »

ନଟି ବିନୋଦିନୀଙ୍କର ଜୀବନ କଥା (୩)

କଲିକତାର ରଙ୍ଗମଞ୍ଚର ଭଙ୍ଗାଗଢ଼ା କଥା ଆଗରୁ ଉଲ୍ଲେଖ କରାଯାଇଛି । ଏଇ ପରିସ୍ଥିତିର ପରିଣାମରୁ ହିଁ ଗିରିଶଚନ୍ଦ୍ର ୧୮୮୩ମସିହାରେ ନ୍ୟାସନାଲ ଥିଏଟର ଛାଡ଼ି ଚାଲିଯାଆନ୍ତି ବିନୋଦିନୀଙ୍କ ସହ ଅନ୍ୟ କିଛି କଳାକାରଙ୍କୁ ନେଇ । ଆଉ ଗୋଟିଏ ନୂଆ ଥିଏଟରର ପ୍ରୟୋଜନ ଅନୁଭୂତ ହେଲା ଇତିହାସ ନିର୍ଦ୍ଦେଶିତ ପଥରେ …

Read More »

ନଟି ବିନୋଦିନୀଙ୍କର ଜୀବନ କଥା (୨)

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ ଅଭିନୟ ଜୀବନର ପ୍ରଧାନ ଶିକ୍ଷାଗୁରୁ ଗିରିଶଚନ୍ଦ୍ର ଘୋଷଙ୍କର ପ୍ରେରଣାରେ । କଥା ଥିଲା ଆତ୍ମଚରିତର ଭୂମିକା ଲେଖିବେ ଗିରିଶ ଘୋଷ ସେକଥା ସିଏ ରଖିଲେ ବି । …

Read More »

ନଟି ବିନୋଦିନୀଙ୍କର ଜୀବନ କଥା (୧)

‘ମୁଁ ଏ ଜଗତ ପାଇଁ କଳଙ୍କିନୀ, ପତିତା । ମୋର କେହି ଆତ୍ମୀୟ ନାହାନ୍ତି, ସମାଜ ନାହିଁ, ବନ୍ଧୁ ନାହିଁ, ବନ୍ଧନ ନାହିଁ, ଏଇ ପୃଥିବୀରେ ମୋର ନିଜର ବୋଲି କେହି ନାହାନ୍ତି ।’ – ବିନୋଦିନୀ ଦାସୀ । ନଟୀ ବିନୋଦିନୀଙ୍କର ଜୀବନ ଯଥାର୍ଥରେ ହିଁ ଗୋଟିଏ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା (3)

ଅଧିନାର ନିବେଦନ ମୋର ଗୁରୁ ସ୍ଵର୍ଗତଃ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କର ଅନୁରୋଧରେ ଏଇ ଆତ୍ମକାହାଣୀ ଲେଖି ଯେତେବେଳେ ତାଙ୍କୁ ଦେଖେଇଥିଲି, ସେ ଖୁବ ଜାଗ୍ରତ ଭାବେ ଦେଖି ଯୋଉ ଜାଗାରେ ଭାବ ଭାଙ୍ଗି ସଜେଇବାକୁ ପଡିବ, ଉପଦେଶ ଦେଇଥିଲେ I କହିଲେ “ତୁମ ରସ ରସାଳ ଭାବରେ ଲିଖିତ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା (2)

ଭୂମିକା * ମୋର ଏଇ ମର୍ମବେଦନା ଗାଥାର ଭୂମିକା ବା କଣ ହେଇପାରେ? ଏହା କେବଳ ଅଭାଗିନୀର ହୃଦୟ୍-ଜ୍ୱାଳା ର ଛାୟା! ମୋର ବୋଲି ପୃଥିବୀରେ କିଛି ନାହିଁ, କେବଳ ଅନନ୍ତ ନିରାଶା, ଖାଲି ଦୁଃଖମୟ ପ୍ରାଣର କାତରତା । କିନ୍ତୁ ଶୁଣିବାକୁ କେହି ନାହାନ୍ତି ! ମୋ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା

“ମୋ କଥା ଓ ଅନ୍ୟାନ୍ୟ ରଚନା” ଏକ ଆତ୍ମଜୀବନ ସଂକଳନ। ଉନବିଂଶ ଶତାବ୍ଦୀ ଉପନିବେଶ କଲିକତାର ପେଷାଦାର ଜଣେ ଅଭିନେତ୍ରୀ ବିନୋଦିନୀ ଦାସୀଙ୍କର। ଏ ରଚନା ଗୁଡ଼ିକ ତାଙ୍କର ସଂଘର୍ଷପୂର୍ଣ୍ଣ , ପ୍ରତାଡ଼ିତ ଜୀବନ ଅନୁଭୂତିର ପ୍ରତିବିମ୍ବ । ସେହି ସମୟର ବହୁ ପ୍ରତିଷ୍ଠିତ କଳାକାର ସେ । …

Read More »

ମା ମୋର

  ମା ମୋର… ମା ମୋର ମା ମୋର ବାପାଙ୍କୁ ପଚାରି ଦିଅହେ ଉତ୍ତର । ଦେଖିକି ପାରିବି ତୁମର ଶ୍ରୀମୁଖ ଅବା ଲିଭିଯିବ ଦୀପ ମୋର…   ଜାଣେନି ମା ମୁଁ କେମିତି ଆସିଲି ତୁମରି ଗରଭେ ସ୍ଥାନ ମୁଁ ପାଇଲି ତୁମର ଖୁସିରେ ଖୁସିବି ମୁଁ …

Read More »

ନାଚୁଣୀ – ୨ (ମୂଳ ଲେଖା – ଭାନୁ ଭାରତୀ )

ନୃତ୍ୟାଭିନୟ – ଭାଗିରଥି ସାହି ଥରେ ମୁଁ ଗୋଟିଏ ଛୋଟ ଗାଁରେ ଷ୍ଟେଜ୍ ଉପରେ ନାଚୁଥିଲି, ଅଚାନକ ସେ ଉପରକୁ ଚଢ଼ିଗଲା । ସେ ମୋ ରସିକ ଥିଲା । ଯାହା ପାଇଁ ସେ କାମକରୁଥିଲା । ଭିଡ଼ ଭିତରୁ ସେ ମତେ ଉଠେଇ ଆଣିଲା । କାହାରବି …

Read More »

ମାୟା ଏଞ୍ଜେଲୋ ଅବିସ୍ମରଣୀୟ ମହିଳା – ଏକ ସମୀକ୍ଷା

ମାୟା ଏଞ୍ଜେଲୋ ଥିଲେ ଜଣେ ଅବିସ୍ମରଣୀୟ ମହିଳା ଓ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ରବି ଜେନଙ୍କର ମାୟା ଏଞ୍ଜେଲୋ ଙ୍କ ଉପରେ ଏହି ଲେଖାଟି ପ୍ରକାଶିତ ହୋଇଥିଲା ସମଦୃଷ୍ଟିର ୧-୧୫ ମାର୍ଚ୍ଚ ୨୦୧୫ ସଂଖ୍ୟାରେ। ଲେଖାଟିରେ ଅନେକ କିଛି ଉପାଦେୟ ତଥ୍ୟ ତଥା ପ୍ରସଙ୍ଗ କୁ ଦୃଷ୍ଟିରେ ରଖି …

Read More »