ଜଗଦାନନ୍ଦ ଛୁରିଆ, ନାଟୁଆ ମଣିଷ । ପ୍ରତ୍ୟେକଟି କଥା ଭିତରେ ଯେମିତି ମନେହେଉଥିବ ନାଟକର କିଛି ସଂଳାପ କହି ଚାଲିଛନ୍ତି। ପିଲାଟି ଦିନରୁ ନାଟକପ୍ରତି ଅନୁରାଗ ଆଜିଯାଏ କମିନି । ନାଟକ ସହିତ ଜୀବନ ଯୋଡ଼ିହୋଇ ରହିଛି । ତାଙ୍କ ଜୀବନ ଓ ତାଙ୍କ ନାଟକୀୟ ଅନୁଭୂତିକୁ କ୍ୟାମେରାରେ …
Read More »ଦାସକାଠିଆ କଳାକାର : ରବିନାରାୟଣ ମିଶ୍ର
– ସମ୍ପାଦକ ‘ଠିକ୍ ଠିକ୍ କିଡ଼ି ଠାକ୍’ ଏ ଶବ୍ଦ ଆଜିର ମୋବାଇଲ୍ ରୁ ଭାସି ଆସୁଥିବା ଶବ୍ଦ ନୁହେଁ, କି ଟେପ୍ ବା ଡିଜିଟାଲ ସାଉଣ୍ଡର ଶବ୍ଦ ନୁହେଁ । ଏ ହେଉଛି ଦାସକାଠିଆ ଲୋକକଳାର ବିରଳ ଧ୍ୱନି, ଯାହା ୪୦ବର୍ଷ ଆଗରୁ ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶାର …
Read More »ମାଦଳ କାରିଗର – ‘ଗୁରୁବାରୁ ମହାନନ୍ଦ’
କର୍ଣ୍ଣକୁ ଶ୍ରୁତିମଧୁର, ହୃଦୟକୁ ଛୁଇଁଯାଉଥିବା, ତାଳବାଦ୍ୟର ଝଙ୍କାର ଆଢ଼ୁଆଳରେ ଥିବା ସେ ଏମିତିକା ବ୍ୟକ୍ତିଟିଏ, ଯିଏ ଉକ୍ରୃଷ୍ଟ ସଙ୍ଗୀତ ପାଇଁ ପାରିଶ୍ରମିକ ଅପେକ୍ଷା ସୂକ୍ଷ୍ମ ସ୍ୱର ସଂଯୋଜନାରେ ବିଶ୍ୱାସ କରନ୍ତି, ଯାହାଙ୍କଠାରେ ବିଦ୍ଧିବଦ୍ଧ ଶିକ୍ଷାବ୍ୟବସ୍ଥା ହାର ମାନିଯାଏ । ବଲାଙ୍ଗିରରୁ ପୂର୍ବପଟ ଦେଇ ତୁଷୁରା ଯିବା ରାସ୍ତାରେ ୫କି.ମି. …
Read More »ପଣ୍ଡିତ ଘାସିରାମ ମିଶ୍ରଙ୍କ ସହ ସାକ୍ଷାତକାର
ପ୍ର- ଆପଣ କାହିଁକି କଳାପ୍ରତି ଆକୃଷ୍ଟ ହେଲେ? ଏଥିପାଇଁ କାହାଠାରୁ ଅଧିକ ପ୍ରେରଣା ପାଇଥିଲେ? ଉ – ଆଧ୍ୟାତ୍ମ ପରିବେଶ ଭିତରେ ଆମ ପରିବାର ଗଢ଼ା । ଘରେ କେଉଁ ପୂର୍ବପୁରୁଷରୁ ଶ୍ରୀ ରାଧାକୃଷ୍ଣ ଯୁଗଳ ମୂରତି ଉପାସନା ହୋଇ ଆସୁଛି । ପ୍ରତ୍ୟହ ସନ୍ଧ୍ୟା ଆରତିରେ ଘଣ୍ଟ, …
Read More »