ଏନ.ଆର.ସି ର ପ୍ରୟୋଗ ସମୟରେ: ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ

1 Min Read

ଶରଣାର୍ଥୀଙ୍କୁ ଭାରତରେ ଆଶ୍ରୟ

“ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି ।

ମୋତେ ଏହା ଗର୍ବର ସହ କହିବାକୁ ପଡୁଛି ଯେ ଆମେ ଆମ ବୁକୁରେ ଇସ୍ରାଏଲିଙ୍କର ଅତି ଶୁଦ୍ଧ ଅବଶେଷକୁ ନିଜ ବୁକୁରେ ଜାବୋଡି ଧରିଛୁ , ଯେଉଁମାନେ ସେହି ବର୍ଷ ଦକ୍ଷିଣ ଭାରତକୁ ଆସିଥିଲେ ଓ ଆମର ଶରଣ ନେଇଥିଲେ, ଯେଉଁ ବର୍ଷ ରୋମର ଅତ୍ୟାଚାର ଫଳରେ ତାଙ୍କ ମନ୍ଦିର ଖଣ୍ଡବିଖଣ୍ଡିତ ହୋଇଥିଲା ।

ମୁଁ ସେହି ଧର୍ମର ଅନୁଯାୟୀ ଯେଉଁ ଧର୍ମ ଆଶ୍ରୟ ଦେଇଛି ଓ ଏବେ ବି ଯତ୍ନର ସହ ଲାଳନପାଳନ କରୁଛି ରହିଯାଇଥିବା ଅବଶିଷ୍ଟ ଜୋରାଷ୍ଟ୍ରିଆନ (Zoroastrian) ରାଷ୍ଟ୍ରକୁ ।”

(RESPONSE TO WELCOME: 11th September 1893 )

ସୌଜନ୍ୟ – ସମଦୃଷ୍ଟି (୧୬-୩୦ ନଭେମ୍ବର ୨୦୧୯)
ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ ପ୍ରବନ୍ଧର ଅଂଶ

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ