Home / ସାହିତ୍ୟ ସଂସ୍କୃତି / ଇତିହାସ / ଏନ.ଆର.ସି ର ପ୍ରୟୋଗ ସମୟରେ: ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ

ଏନ.ଆର.ସି ର ପ୍ରୟୋଗ ସମୟରେ: ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ

Share Samadhwani

ଶରଣାର୍ଥୀଙ୍କୁ ଭାରତରେ ଆଶ୍ରୟ

“ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି ।

ମୋତେ ଏହା ଗର୍ବର ସହ କହିବାକୁ ପଡୁଛି ଯେ ଆମେ ଆମ ବୁକୁରେ ଇସ୍ରାଏଲିଙ୍କର ଅତି ଶୁଦ୍ଧ ଅବଶେଷକୁ ନିଜ ବୁକୁରେ ଜାବୋଡି ଧରିଛୁ , ଯେଉଁମାନେ ସେହି ବର୍ଷ ଦକ୍ଷିଣ ଭାରତକୁ ଆସିଥିଲେ ଓ ଆମର ଶରଣ ନେଇଥିଲେ, ଯେଉଁ ବର୍ଷ ରୋମର ଅତ୍ୟାଚାର ଫଳରେ ତାଙ୍କ ମନ୍ଦିର ଖଣ୍ଡବିଖଣ୍ଡିତ ହୋଇଥିଲା ।

ମୁଁ ସେହି ଧର୍ମର ଅନୁଯାୟୀ ଯେଉଁ ଧର୍ମ ଆଶ୍ରୟ ଦେଇଛି ଓ ଏବେ ବି ଯତ୍ନର ସହ ଲାଳନପାଳନ କରୁଛି ରହିଯାଇଥିବା ଅବଶିଷ୍ଟ ଜୋରାଷ୍ଟ୍ରିଆନ (Zoroastrian) ରାଷ୍ଟ୍ରକୁ ।”

(RESPONSE TO WELCOME: 11th September 1893 )

ସୌଜନ୍ୟ – ସମଦୃଷ୍ଟି (୧୬-୩୦ ନଭେମ୍ବର ୨୦୧୯)
ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ ପ୍ରବନ୍ଧର ଅଂଶ


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ

Share Samadhwaniଆଶିଷ କୁମାର ବେହେରା ଆମ ଗାଁ’ର ନାମ ଡ଼େଙ୍ଗିଲି । ମୋହନ ବ୍ଲକ ବିରିକୋଟ ଗ୍ରାମପଂଚାୟତର ଏହା ଏକ …