ଦାୟୀ ନୁହେଁ କେହି
ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,
ବଜ୍ର ପଡିଥିଲା, ଯେ
ବାରଟି ନିରୀହ ଲୋକ ଟଳି ପଡିଲେ, ଓ
ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?
କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,
ମିଥ୍ୟା ଥିଲା ଗୁଳି,
ମିଥ୍ୟା ଥିଲା କଟା ପାପୁଲି ?
Contents
ଦାୟୀ ନୁହେଁ କେହିତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,ବଜ୍ର ପଡିଥିଲା, ଯେବାରଟି ନିରୀହ ଲୋକ ଟଳି ପଡିଲେ, ଓସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,ମିଥ୍ୟା ଥିଲା ଗୁଳି,ମିଥ୍ୟା ଥିଲା କଟା ପାପୁଲି ?ଯାହା ଜାଣିବାକୁ ଏଗାର ବର୍ଷ ଅପେକ୍ଷା କରିବାକୁ ହେଲା?ତାହା କ’ଣ ବଜ୍ରାଘାତ ଥିଲା?କଣ ବା କରିପାରିଥାନ୍ତେ ସେମାନେ ବାତାଙ୍କ ପାଇଁ କହୁଥିବା ମୁଷ୍ଟିମେୟ କିଛି ?ଟଳି ପଡିଥିବା ମଣିଷଙ୍କୁଯଦି ଆମେ ଦାୟୀ କରିଥାନ୍ତେ ଓ ପଚାରିଥାନ୍ତେ,“କାହିଁକି ସ୍ଫିତ କରି ଛାତିଲଢୁଥିଲ ଭିଟା ମାଟି ପାଇଁ ?ଲଢୁଥିଲ, ପ୍ରାଣ ଦେଲତା ପରେ ଆଉ କଣ?ହେଲ ନାହିଁ କି ତୁମେ ଦାୟୀ ତୁମ ମୃତ୍ୟୁ ପାଇଁ ?”ସାହସ ହୋଇ ନି ଆମର, ଏତିକି କହିବା ପାଇଁବାଡି ଭାଂଗି ନାହିଁ , ସାପ ମରି ନାହିଁଏଗାର ବର୍ଷ ବିତିଛି ଏହି ସତ୍ୟ ଜାଣିବା ପାଇଁ!Photo credit – The Samadrusti