Home / ଅଡ଼ିଓ ଭିଡିଓ / ସଂଚାର ଲୋକକଳା

ସଂଚାର ଲୋକକଳା

Share Samadhwani

ଓଡିଶା ସୀମାନ୍ତ ଛତିଶଗଡର ପ୍ରସିଦ୍ଧ ଯୁବ ସଂଚାର ବାଦକ ଗଣପତି ଦାସ୍ ଓରଫ୍ ଗଣପତ୍ ବାହାକ ଏବେ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ । ଆମ ଅଂଚଳର ପ୍ରାଚୀନ ଲୋକ କଳା ଭାବରେ ପରିଚିତ ସଂଚାର ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଛତିଶଗଡ ରେ ଏହି କଳାକୁ ଯୁବ କଳାକାର ମାନେ ଆଦରି ନେଇଛନ୍ତି ।

 

 


Share Samadhwani
Support Samadhwani

About ଉମେଶ ଚନ୍ଦ୍ର ବିଶ୍ୱାଳ

ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା

Check Also

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ

Share Samadhwaniଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ବଇରି ନୁହେଁ ଆମେ ମୈତ୍ରୀ ଚାହୁଁ ବନ୍ଦି ନୁହଁ ଆମେ ବନ୍ଧୁ …

One comment

  1. ଏ ବହୁତ ସୁନ୍ଦର ପ୍ରୟାସ।