ଓଡିଶା ସୀମାନ୍ତ ଛତିଶଗଡର ପ୍ରସିଦ୍ଧ ଯୁବ ସଂଚାର ବାଦକ ଗଣପତି ଦାସ୍ ଓରଫ୍ ଗଣପତ୍ ବାହାକ ଏବେ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ । ଆମ ଅଂଚଳର ପ୍ରାଚୀନ ଲୋକ କଳା ଭାବରେ ପରିଚିତ ସଂଚାର ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଛତିଶଗଡ ରେ ଏହି କଳାକୁ ଯୁବ କଳାକାର ମାନେ ଆଦରି ନେଇଛନ୍ତି ।
ଉମେଶ ଚନ୍ଦ୍ର ବିଶ୍ୱାଳ February 15, 2019 ଅଡ଼ିଓ ଭିଡିଓ, ସଙ୍ଗୀତ 1 Comment 853 Views
Share Samadhwaniଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ବଇରି ନୁହେଁ ଆମେ ମୈତ୍ରୀ ଚାହୁଁ ବନ୍ଦି ନୁହଁ ଆମେ ବନ୍ଧୁ …
ଏ ବହୁତ ସୁନ୍ଦର ପ୍ରୟାସ।