Home / ଡକ୍ଟର ଗୋପୀନାଥ ବାଗ

ଡକ୍ଟର ଗୋପୀନାଥ ବାଗ

ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

ଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ ପ୍ରସଙ୍ଗ। କେଉଁଟା ସାହିତ୍ୟ ନୁହେଁ, ସହଜରେ ଜାଣି ହୁଏ । କେଉଁଟା ସାହିତ୍ୟ ତାହା ବି ବୁଝାପଡ଼େ । ତେବେ ‘ସାହିତ୍ୟ କ’ଣ’ ପ୍ରଶ୍ନର ଉତ୍ତର ଦେଲା ବେଳେ …

Read More »

ଗଁଡ଼ା ଜାତିର ପରିଚୟ ଗଁଡ଼ାବଜା

ମୁଁ ଗଁଡ଼ା ବଜା ବଜାଉଥିବା ଲୋକର କଥା ଗଁଡ଼ା ବଜାର କଥା କହିବି । ସବୁ ଜାତିର ଗୋଟିଏ ସ୍ୱତନ୍ତ୍ର ପରିଚୟ ଥାଏ । ଗୌଡ଼ ଜାତିର ଯେମିତି ଗୋଟିଏ ପରିଚୟ ଅଛି, ଚର୍ମକାର ଜାତିର ବି ଗୋଟିଏ ପରିଚୟ ଅଛି ଠିକ ସେମିତି ଶୁଣ୍ଢି ଜାତିର ତେଲି …

Read More »

ପଶ୍ଚିମ ଓଡ଼ିଶାର ଲୋକଗୀତ : ପ୍ରେମ ଓ ସାମାଜିକ ବାସ୍ତବତା

ଲୋକସାହିତ୍ୟରେ ଲୋକଜୀବନର ଚିତ୍ର ଚହଟୁଥାଏ । ଗୋଟିଏ ଅଞ୍ଚଳର ସଂସ୍କୃତି, ଐତିହ୍ୟ, ପରମ୍ପରାଦିକୁ ଚିହ୍ନିବାକୁ ହେଲେ ସେହି ଅଞ୍ଚଳର ଲୋକସହିତ୍ୟ ଅଧ୍ୟୟନର ପ୍ରାସଙ୍ଗିକତା ରହିଛି । ଲୋକର ସମସ୍ୟା ଓ ଆବଶ୍ୟକତା ସମାଜ ସହିତ ସମ୍ବନ୍ଧିତ । ଏଗୁଡ଼ିକର ବର୍ଣ୍ଣନା ରହିଛି ଲୋକସାହିତ୍ୟରେ । ଲୋକସାହିତ୍ୟର ଯେତେସବୁ ବିଭାଗ …

Read More »

ଭୁବନେଶ୍ୱର ବେହେରାଙ୍କ ଗଳ୍ପରେ କଳାହାଣ୍ଡିର ଜନଜୀବନର ଚିତ୍ର

କଳାର ହାଣ୍ଡି କଳାହାଣ୍ଡି । ନୈସର୍ଗିକ ପ୍ରକୃତିର ଅନୁପମ ଭୂଖଣ୍ଠ କଳାହାଣ୍ଡି । ତା’ର ଢେଉ ଢେଉକା ପାହାଡ଼, ନିଘଞ୍ଚ ଜଙ୍ଗଲ, ଛନ୍ଦାୟିତ ନଦୀ, ସୁନାର କିଆରୀ ଓ ହସନ୍ତ ମଣିଷ ଭିତରେ ଯେଉଁ ଜୀବନ ରହିଛି ତାହା ଅନେକଙ୍କୁ ମୁଗ୍ଧ-ଚକିତ କରେ । ଏଠିକାର ଗୁଡ଼ହାଣ୍ଡି ପାହାଡ଼ର …

Read More »