ନାଟକ “ଗାନ୍ଧୀ ଛକ”

Swayamprava Parhi (Chief Editor)
1 View
1 Min Read

ବିଶିଷ୍ଟ ସମାଜବାଦୀ ତଥା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ରବି ରାୟଙ୍କ ୪ର୍ଥ ସ୍ମୃତି ଦିବସ ଅବସରରେ ୨୦୧୯, ମାର୍ଚ୍ଚ ମାସ ୬ ତାରିଖରେ ଲୋହିଆ ଏକାଡେମୀଠାରେ ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳର “ଦ ଲୁ” ସଂସ୍ଥା ଦ୍ଵାରା ମଞ୍ଚସ୍ଥ ହୋଇଥିଲା ଗାନ୍ଧୀ ଛକ ନାଟକ … ନେସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀର ସ୍ନାତକ ଅଶୋକ ମିଶ୍ର ମଂଚ ତଥା ସିନେମା ଜଗତର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ । Welcome to Sajjanpur, Weldone Abba ଭଳି ଚଳଚ୍ଚିତ୍ରରେ କୃତିତ୍ବ ପ୍ରଦର୍ଶନ କରିଥିବା ଶ୍ରୀ ମିଶ୍ରଙ୍କ ଗାନ୍ଧୀଚୌକ ନାଟକ ବିଭିନ୍ନ ଭାଷାରେ ବହୁବାର ମଂଚସ୍ଥ ହୋଇଛି। ସମ୍ବଲପୁରି କୋସଲି ଭାଷାରେ ଏହାର ଅନୁବାଦ କରିଛନ୍ତି କେଶରଞ୍ଜନ ପ୍ରଧାନ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.