ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
ପ୍ରେମ ନାହିଁ ଆଲିଂଗନେ ଆଉ,
ତୃପ୍ତି ଅଛି କାଗଜ ଫୁଲରେ ।ା
ଆକାଶ ହରାଇଛି ବ୍ୟାପ୍ତି,
ସଙ୍କୁଚିତ ହୋଇଛି ସେ ଟଂଗା ଚାନ୍ଦୁଆରେ ।
ଦୃଷ୍ଟିରୁ ଦୂରତା ହଜିଛି,
ନାହିଁ ମଧୂ ଆଉ ବଂଚିବାରେ ।ା
ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
ସ୍ୱପ୍ନ ଆଉ ନିଦ କୋଳେ ନାହିଁ,
ପ୍ରବାହ ବି ନାହିଁ ବନ୍ଧୁତାରେ ।
ଯେ ଯେଉଁଠି ଥିବା କଥା ସେ ସେଠାରେ ନାହିଁ,
ଦିଶେ ଆଜି ଜଳ ଜଳ ଜୀବନର ସୂର୍ଯ୍ୟାସ୍ତ ବେଳାରେ ।ା
ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
(ରଚନା ୬/୯/୨୦୧୦)
Contents
ମୃତ୍ୟୁରେ ଶୋକ ଆଉ ନାହିଁ,ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।ପ୍ରେମ ନାହିଁ ଆଲିଂଗନେ ଆଉ,ତୃପ୍ତି ଅଛି କାଗଜ ଫୁଲରେ ।ାଆକାଶ ହରାଇଛି ବ୍ୟାପ୍ତି,ସଙ୍କୁଚିତ ହୋଇଛି ସେ ଟଂଗା ଚାନ୍ଦୁଆରେ ।ଦୃଷ୍ଟିରୁ ଦୂରତା ହଜିଛି,ନାହିଁ ମଧୂ ଆଉ ବଂଚିବାରେ ।ାମୃତ୍ୟୁରେ ଶୋକ ଆଉ ନାହିଁ,ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।ସ୍ୱପ୍ନ ଆଉ ନିଦ କୋଳେ ନାହିଁ,ପ୍ରବାହ ବି ନାହିଁ ବନ୍ଧୁତାରେ ।ଯେ ଯେଉଁଠି ଥିବା କଥା ସେ ସେଠାରେ ନାହିଁ,ଦିଶେ ଆଜି ଜଳ ଜଳ ଜୀବନର ସୂର୍ଯ୍ୟାସ୍ତ ବେଳାରେ ।ାମୃତ୍ୟୁରେ ଶୋକ ଆଉ ନାହିଁ,ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।(ରଚନା ୬/୯/୨୦୧୦)Photo credit – https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=MuuFS5ksVgp5hM:https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=J42QuzDtyb1PZM: