Home / ଅଡ଼ିଓ ଭିଡିଓ / ୨୦୨୦ ବିଶ୍ବ ନାଟ୍ୟ ଦିବସର ବାର୍ତ୍ତା

୨୦୨୦ ବିଶ୍ବ ନାଟ୍ୟ ଦିବସର ବାର୍ତ୍ତା

Share Samadhwani

ବିଶ୍ବ ନାଟ୍ୟ ଦିବସରେ ଓଡିଶାର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦଶକ କେଶରଞ୍ଜନ ପ୍ରଧାନ ଉପସ୍ଥାପନା କରିଛନ୍ତି ପାକିସ୍ଥାନର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସହିଦ ନାଦିମଙ୍କ ବାର୍ତ୍ତାକୁ। ୨୦୨୦ ବିଶ୍ବ ନାଟ୍ୟ ଦିବସରେ ସହିଦ ନାଦିିିିିିିମଙ୍କ ବାର୍ତ୍ତାକୁ ସମସ୍ତେ ଶୁଣିବା ଆବଶ୍ୟକ ବୋଲି ମନେକରି ଏଠାରେ ସମଧ୍ବନି ଏହାକୁ ଉପସ୍ଥାାପନ କରିିିିିଛି। – ସମ୍ପାଦକ

 


Share Samadhwani
Support Samadhwani

About କେଶରଞ୍ଜନ ପ୍ରଧାନ

ନାଟ୍ୟକାର, ନାଟ୍ୟ ନିଦ୍ଦେଶକ

Check Also

‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ

Share Samadhwaniଗତକାଲି ଲୋହିଆ ଏକାଡ଼େମୀ ପରିସରରେ  ‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି । ସମଧ୍ୱନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା …

One comment

  1. Bichitrananda Rout

    Very nice