Home / Tag Archives: video

Tag Archives: video

‘ସରେଇପାଲି’ର ନିଆରା “ନୁଆଁଖାଇ ପର୍ବ”

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଥିବା ଗାଁ ଟିଏ । ଗାଁର ନାଁ ସାନ ସରେଇପାଲି । ଓଡ଼ିଶାର ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅଧିନରେ ରହିଥିବା ଏହି ଗାଁ ଗୁଲାବନ୍ଧ ଭାବରେ ମଧ୍ୟ ପରିଚିତ। ଛୋଟିଆ ଗାଁ ଟିଏ। ଗାଁକୁ ଲାଗି ଏକ ବଡ଼ ଜଳାଶୟ ରହିଛି। ଏହାକୁ …

Read More »

ଧନୁହଂସର ଜୀବନ ସଙ୍ଗୀତ -ଏକ ଅନୁଭବର ବୟାନ

କଳାକୁ ଜୀବିକାଭାବରେ ଆଦରି ନେଇ ବଞ୍ଚୁଥିବାର ଅନେକ କଳାକାର ଆମ ସମାଜରେ ଅଛନ୍ତି ଯେଉଁମାନଙ୍କର ସାମାଜିକ ପ୍ରତିଷ୍ଠା ଅଛି ଅୟସଆରାମରେ ବଂଚିବା ପାଇଁ ଅର୍ଥର ଅଭାବନାହିଁ । ଜୀବନକୁ ମନଭରି ଉପଭୋଗ କରିବା ପାଇଁ ସବୁପ୍ରକାର ସାମର୍ଥ୍ୟ ଏହି ଶ୍ରେଣୀର କଳାକାରମାନଙ୍କର ରହିଛି। ଉପଭୋକ୍ତାବାଦର ଦୁନିଅାଁରେ ଏହି କଳାକାରମାନେ …

Read More »

ମାଟିର୍ ମହକ

ମହାନଦୀ ନୁହେଁ …. ଦେଶର ବିଭିନ୍ନ ଭାଷା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ପ୍ରଚିଳିତ ସମ୍ବଲପୁରୀ / କୋଶଳି ଭାଷାର ଏକ ସ୍ୱତନ୍ତ୍ର ମାଧୁର୍ଯ୍ୟ ରହିଛି। ଓଡ଼ିଶାର ପଶ୍ଚିମାଂଚଳର ୧୦ ଟି ଜିଲ୍ଳାର ପ୍ରାୟ ଦେଢ କୋଟି ଲୋକ ଏହି ଭାଷାରେ ଭାବବିନିମୟ କରିଥାନ୍ତି। ଦୀର୍ଘ ବର୍ଷ ହେବ ଏହି …

Read More »

ଶ୍ରଦ୍ଧାଞ୍ଚଳି – ଡ଼ାଲଖାଇ ରାଣୀ ‘ଗୁରୁବାରୀ’

ଲୋକକଳାର କିମ୍ବଦନ୍ତୀ ମହିଳା, ବିଶିଷ୍ଟ ଡ଼ାଲଖାଇ ନୃତ୍ୟଶିଳ୍ପି “ଗୁରୁବାରୀ ମିର୍ଦ୍ଧା”ଙ୍କୁ ସମଧ୍ୱନି ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି… ଯେତେଥର ତମ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପାଇଁ କଲମ ଧରିଛି, କଲମ ଅଟକି ଯାଇଛି। ଅନେକ ଅକୁହା ଯନ୍ତ୍ରଣା, ଅବଦମିତ କୋହ, ନିଷ୍ଫଳ ଆକ୍ରୋଶ ମନକୁ କାବୁ କରିଦେଇଛି। କିଛି ନକରି ପାରିବାର …

Read More »

ମରୁ ଏଇ ବସନ୍ତ କୋଇଲି- ଉଦଣ୍ଡ କୀର୍ତନ

ମନାପଡ଼ାର ପ୍ରସିଦ୍ଧ ଉଦଣ୍ଡ କୀର୍ତ୍ତନ – ଅତାବିରା , ବରଗଡ଼:                            ଗୋପପୁର ଛାଡ଼ି ଅକ୍ରୁର ସହିତ ଭଗବାନ ଶ୍ରୀକୃଷ୍ଣ ମଥୁରା ଛାଡ଼ିଯାଇଛନ୍ତି। ଶ୍ରୀକୃଷ୍ଣ ବିହୁନେ ସମଗ୍ର ଗୋପପୁର ଶ୍ରୀହୀନ ହୋଇପଡ଼ିଛି। …

Read More »