“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ
ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ …
Read More »