ଓଡ଼ିଶାରେ ସଂପ୍ରୀତି ର ସଂସ୍କୃତି ସମ୍ପର୍କରେ ଜାଣିବାପାଇଁ ସମଧ୍ୱନିର ଗୋଟିଏ ଟିମ ଭେଟିଥିଲେ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକଙ୍କୁ । ତାଙ୍କ ସହିତ ଆଲୋଚନା କରିଥିଲେ ନିଜେ ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢୀ । ଏହି ଆଲୋଚନାକୁ କ୍ୟାମେରାରେ ରେକର୍ଡ କରିଥିଲେ ସମଧ୍ୱନି ମଲ୍ଟି ମେଡିଆ ଟିମ ମେମ୍ବର ଲଷ୍ମୀଧର ମୁର୍ମୁ । ସେହି ଆଲୋଚନାରେ ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ ନିଜ ପିଲାଦିନ ଠାରୁ ଆରମ୍ଭକରି ଆଜିଯାଏ ନିଜର ଅନୁଭୂତିକୁ ପରିପ୍ରକାଶ କରିଛନ୍ତି ଯାହା ଅତ୍ୟନ୍ତ ମୂଲ୍ୟବାନ ଅନୁଭବ କରି ପାଠକ ମାନଙ୍କ ପାଇଁ ଏଠାରେ ଉପସ୍ଥାପନ କରାଯାଇଛି – ସମ୍ପାଦକ
Check Also
ଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତିଙ୍କ ସହ ସାକ୍ଷାତକାର
Share Samadhwaniଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ବେହେଲା ବାଦକ ଓ ଗୁରୁ I ନାମଟି …