ଭୋଟ୍ ବିଚାର୍ – ପରାଗ ସାହୁ

ବରଗଡ଼ ଜିଲ୍ଲା ସାମ୍ବାଦିକ ଫୋରମ୍, ଇମ୍ପିରିଅଲ୍ କଲେଜ୍ , କବିକୁଟୁମ୍ ଓ ସମ୍ପର୍କ ପକ୍ଷରୁ ଅତାବିରା ମନାପଡା ଗ୍ରାମରେ ଭୋଟର୍ ସଚେତନତା ଅଭିଯାନ ‘ କବିର୍ କଲମେ ଭୋଟ୍ ବିଚାର୍’ ଭୋଟ ଦେବାର ସମୟ ଆସିଗଲାଣି ଏବେ ନେତାମାନଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି । କବି ଲୋକଙ୍କ ସଙ୍କଟର ସମୟକୁ ଅନୁଭବ କରିପାରୁଛନ୍ତି। ଏମିତି ସମୟରେ ନେତାଙ୍କର ଭିଡକୁ କବିଙ୍କ ଭାଷାରେ ପ୍ରକାଶ କରିଛନ୍ତି କବି ପରାଗ ସାହୁ। ଯାହାକୁ ଏଠାରେ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ଉମେଶ ବିଶ୍ୱାଳ

 

Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା