ସମଧ୍ଵନି ଆଗାମୀ ପିଢ଼ିକୁ ଏକ ଉତ୍ତମ ଦିଗଦର୍ଶନ ଦେବ – ଖିତିପ୍ରକାଶ ମହାପାତ୍ର

Swayamprava Parhi (Chief Editor)
286 Views
1 Min Read

ଐତିହାସିକ ସମଧ୍ଵନି ତାହାର ଯାତ୍ରା ପଥରେ 20 ବର୍ଷ ଅତିକ୍ରମ କରିଛି l ଏହା ଅତି ଆନନ୍ଦ ର ବିଷୟ l ମୁଁ ମଧ୍ୟ ସମଧ୍ଵନି ସହିତ ଜଡିତ ଥିବାରୁ ନିଜକୁ ଗର୍ବିତ ଅନୁଭବ କରେl ଏହାର ପୃଷ୍ଠେପୋଷକ ଆଦର ର ଜଲି ଅପା (ଶ୍ରୀମତୀ ସ୍ୱୟଂପ୍ରଭା ପାଢ଼ୀ ) ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ଏଭଳି ପ୍ରୟାସ ଆମ ରାଜ୍ୟରେ ବିରଳ ତଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ l ସମଧ୍ଵନି ର ଉତ୍ତରୋତ୍ତର ଉନ୍ନତି ସହିତ ଆଗାମୀ ପିଢ଼ି କୁ ଏକ ଉତ୍ତମ ଦିଗଦର୍ଶନ ଦେବ ବୋଲି ମୋର କାମନା ।

Support Samadhwani

 

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.