ସମଧ୍ଵନି ଆଗାମୀ ପିଢ଼ିକୁ ଏକ ଉତ୍ତମ ଦିଗଦର୍ଶନ ଦେବ – ଖିତିପ୍ରକାଶ ମହାପାତ୍ର

Swayamprava Parhi (Chief Editor)
1 Min Read

ଐତିହାସିକ ସମଧ୍ଵନି ତାହାର ଯାତ୍ରା ପଥରେ 20 ବର୍ଷ ଅତିକ୍ରମ କରିଛି l ଏହା ଅତି ଆନନ୍ଦ ର ବିଷୟ l ମୁଁ ମଧ୍ୟ ସମଧ୍ଵନି ସହିତ ଜଡିତ ଥିବାରୁ ନିଜକୁ ଗର୍ବିତ ଅନୁଭବ କରେl ଏହାର ପୃଷ୍ଠେପୋଷକ ଆଦର ର ଜଲି ଅପା (ଶ୍ରୀମତୀ ସ୍ୱୟଂପ୍ରଭା ପାଢ଼ୀ ) ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ଏଭଳି ପ୍ରୟାସ ଆମ ରାଜ୍ୟରେ ବିରଳ ତଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ l ସମଧ୍ଵନି ର ଉତ୍ତରୋତ୍ତର ଉନ୍ନତି ସହିତ ଆଗାମୀ ପିଢ଼ି କୁ ଏକ ଉତ୍ତମ ଦିଗଦର୍ଶନ ଦେବ ବୋଲି ମୋର କାମନା ।

 

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.