କରମସାନୀ ବାହାକ(ବାୟକ) ବିପିନ ପ୍ରଧାନଙ୍କ ମର୍ମସ୍ପଶୀ ମାନ୍ଦଲ ପାର୍-
ଉମେଶ ଚନ୍ଦ୍ର ବିଶ୍ୱାଳ
ଲୋକ ସଂସ୍କୃତିରେ କରମସାନୀ-
ଉମେଶ ଚନ୍ଦ୍ର ବିଶ୍ୱାଳ
ସାଙ୍ଗୀତିକ ପରିବେଷଣ (ଶାରଦୀୟ ବିଶେଷାଙ୍କ)
ଚିତ୍ରଶାଳାର ଚିତ୍ରକର “କଳାମଣୀ ରବୀନ୍ଦ୍ରନାଥ ସାହୁ”-
ପ୍ରିୟରଂଜନ କର
ବହି କିଛି କହିବାକୁ ଚାହେଁ …
ପୁସ୍ତକ ପଢ଼ିବା କିମ୍ବା ପାଖରେ ରଖିବା ଅପରାଧ ବୋଲି ଏକ ଭୟ ସୃଷ୍ଟି କରାଯାଉଥିବା ସମୟରେ…
ସମଧ୍ୱନି ଇ-ପତ୍ରିକା ଉନ୍ମୋଚନ ଉତ୍ସବରେ ପଶ୍ଚିମବଙ୍ଗଳାରୁ ନିମନ୍ତ୍ରୀତ ହୋଇଥିବା ଅତିଥି ଶ୍ରୀଯୁକ୍ତ ନଳିନୀକାନ୍ତ ମହାପାତ୍ର ପୁସ୍ତକ ଆନ୍ଦୋଳନ ଉପରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ଯାହାର ଭିଡ଼ିଓ ଡ଼କ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି ବୃତ୍ତଚିତ୍ର ନିର୍ମାତା ଶ୍ରୀ ଲକ୍ଷ୍ମୀଧର ମୁର୍ମୁ । ପୁସ୍ତକ ପଢ଼ିବାର ଅଭ୍ୟାସଟି ଆଜିକାଲିର ଡ଼ିଜିଟାଲ ଦୁନିଆରେ ଧିରେ ଧିରେ ହଜି ହଜି ଯାଉଥିବାବେଳେ ପୁସ୍ତକ ନିଜ ତରଫରୁ ଡ଼ାକରା ଦେଉଛି ନିମନ୍ତ୍ରଣ ଜଣାଉଛି, ‘ଆସ ମୋର ଏଇ ବିରାଟ ଦୁନିଆକୁ ଦେଖ ମୋ ଭିତରେ କେତେ କେତେ କଥା ଲୁଚି ରହିଛି…ତମେ କ’ଣ ଏସବୁ କଥା ଜାଣିବାକୁ ଚାହଁନା!! ଆସ ମୁଁ ତମରି ପାଖରେ ପାଖରେ ଅଛି…ମୋ ଆଡ଼େ ଟିକେ ଚାହଁ… ସମ୍ପାଦକ
ଚାଷୀ ଭାଇର ଗୀତ – ମାଟିର୍ କିଡା
କ୍ଷୁଧା ମୁକ୍ତ ଓ ଯୁଦ୍ଧ ମୁକ୍ତ ପୃଥିବୀର କାମନା : ପ୍ରଫେସର ଭଗବତ ପ୍ରସାଦ
ଧନୁହଂସର ଜୀବନ ସଙ୍ଗୀତ -ଏକ ଅନୁଭବର ବୟାନ
ମହାନଦୀ ନୁହେଁ ….
ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ
କବି ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ
‘ସଙ୍କଟଯୁକ୍ତ ଆଧୁନିକତା ଓ ‘ଦଳିତ’ଏନ୍ତୁଡ଼ିଶାଳର କିଛି ଝଲକ’ର କିଛି ଅଂଶ
ପେଶାଠୁ ନିଶା ଆହୁରି ଆକର୍ଷଣୀୟ ଆନନ୍ଦ ଦିଏ – (ଅସୀମ ବସୁଙ୍କ ସହ ସାକ୍ଷାତକାର)
ମଣିପୁରରେ ମଞ୍ଚ ଓ ହେସନାମ୍ କହ୍ନେୟାଲାଲ: ଶବ୍ଦ ନାହିଁ କହିବାକୁ ଦୁନିଆ ଯାହା ହରେଇଛି (ଉଦ୍ଧୃତାଂଶ)