ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
ପ୍ରେମ ନାହିଁ ଆଲିଂଗନେ ଆଉ,
ତୃପ୍ତି ଅଛି କାଗଜ ଫୁଲରେ ।ା
ଆକାଶ ହରାଇଛି ବ୍ୟାପ୍ତି,
ସଙ୍କୁଚିତ ହୋଇଛି ସେ ଟଂଗା ଚାନ୍ଦୁଆରେ ।
ଦୃଷ୍ଟିରୁ ଦୂରତା ହଜିଛି,
ନାହିଁ ମଧୂ ଆଉ ବଂଚିବାରେ ।ା
ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
ସ୍ୱପ୍ନ ଆଉ ନିଦ କୋଳେ ନାହିଁ,
ପ୍ରବାହ ବି ନାହିଁ ବନ୍ଧୁତାରେ ।
ଯେ ଯେଉଁଠି ଥିବା କଥା ସେ ସେଠାରେ ନାହିଁ,
ଦିଶେ ଆଜି ଜଳ ଜଳ ଜୀବନର ସୂର୍ଯ୍ୟାସ୍ତ ବେଳାରେ ।ା
ମୃତ୍ୟୁରେ ଶୋକ ଆଉ ନାହିଁ,
ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
(ରଚନା ୬/୯/୨୦୧୦)
Contents
- ମୃତ୍ୟୁରେ ଶୋକ ଆଉ ନାହିଁ,
- ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
- ପ୍ରେମ ନାହିଁ ଆଲିଂଗନେ ଆଉ,
- ତୃପ୍ତି ଅଛି କାଗଜ ଫୁଲରେ ।ା
- ଆକାଶ ହରାଇଛି ବ୍ୟାପ୍ତି,
- ସଙ୍କୁଚିତ ହୋଇଛି ସେ ଟଂଗା ଚାନ୍ଦୁଆରେ ।
- ଦୃଷ୍ଟିରୁ ଦୂରତା ହଜିଛି,
- ନାହିଁ ମଧୂ ଆଉ ବଂଚିବାରେ ।ା
- ମୃତ୍ୟୁରେ ଶୋକ ଆଉ ନାହିଁ,
- ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
- ସ୍ୱପ୍ନ ଆଉ ନିଦ କୋଳେ ନାହିଁ,
- ପ୍ରବାହ ବି ନାହିଁ ବନ୍ଧୁତାରେ ।
- ଯେ ଯେଉଁଠି ଥିବା କଥା ସେ ସେଠାରେ ନାହିଁ,
- ଦିଶେ ଆଜି ଜଳ ଜଳ ଜୀବନର ସୂର୍ଯ୍ୟାସ୍ତ ବେଳାରେ ।ା
- ମୃତ୍ୟୁରେ ଶୋକ ଆଉ ନାହିଁ,
- ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।
- (ରଚନା ୬/୯/୨୦୧୦)
- Photo credit – https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=MuuFS5ksVgp5hM:
- https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=J42QuzDtyb1PZM:

