ବହି କିଛି କହିବାକୁ ଚାହେଁ …

Swayamprava Parhi (Chief Editor)
1 Min Read

Contents
ପୁସ୍ତକ ପଢ଼ିବା କିମ୍ବା ପାଖରେ ରଖିବା ଅପରାଧ ବୋଲି ଏକ ଭୟ ସୃଷ୍ଟି କରାଯାଉଥିବା ସମୟରେ…ସମଧ୍ୱନି ଇ-ପତ୍ରିକା ଉନ୍ମୋଚନ ଉତ୍ସବରେ ପଶ୍ଚିମବଙ୍ଗଳାରୁ ନିମନ୍ତ୍ରୀତ ହୋଇଥିବା ଅତିଥି ଶ୍ରୀଯୁକ୍ତ ନଳିନୀକାନ୍ତ ମହାପାତ୍ର ପୁସ୍ତକ ଆନ୍ଦୋଳନ ଉପରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ଯାହାର ଭିଡ଼ିଓ ଡ଼କ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି ବୃତ୍ତଚିତ୍ର ନିର୍ମାତା ଶ୍ରୀ ଲକ୍ଷ୍ମୀଧର ମୁର୍ମୁ । ପୁସ୍ତକ ପଢ଼ିବାର ଅଭ୍ୟାସଟି ଆଜିକାଲିର ଡ଼ିଜିଟାଲ ଦୁନିଆରେ ଧିରେ ଧିରେ ହଜି ହଜି ଯାଉଥିବାବେଳେ ପୁସ୍ତକ ନିଜ ତରଫରୁ ଡ଼ାକରା ଦେଉଛି ନିମନ୍ତ୍ରଣ ଜଣାଉଛି, ‘ଆସ ମୋର ଏଇ ବିରାଟ ଦୁନିଆକୁ ଦେଖ ମୋ ଭିତରେ କେତେ କେତେ କଥା ଲୁଚି ରହିଛି…ତମେ କ’ଣ ଏସବୁ କଥା ଜାଣିବାକୁ ଚାହଁନା!! ଆସ ମୁଁ ତମରି ପାଖରେ ପାଖରେ ଅଛି…ମୋ ଆଡ଼େ ଟିକେ ଚାହଁ… ସମ୍ପାଦକ

ପୁସ୍ତକ ପଢ଼ିବା କିମ୍ବା ପାଖରେ ରଖିବା ଅପରାଧ ବୋଲି ଏକ ଭୟ ସୃଷ୍ଟି କରାଯାଉଥିବା ସମୟରେ…

ସମଧ୍ୱନି ଇ-ପତ୍ରିକା ଉନ୍ମୋଚନ ଉତ୍ସବରେ ପଶ୍ଚିମବଙ୍ଗଳାରୁ ନିମନ୍ତ୍ରୀତ ହୋଇଥିବା ଅତିଥି ଶ୍ରୀଯୁକ୍ତ ନଳିନୀକାନ୍ତ ମହାପାତ୍ର ପୁସ୍ତକ ଆନ୍ଦୋଳନ ଉପରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ଯାହାର ଭିଡ଼ିଓ ଡ଼କ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି ବୃତ୍ତଚିତ୍ର ନିର୍ମାତା ଶ୍ରୀ ଲକ୍ଷ୍ମୀଧର ମୁର୍ମୁ । ପୁସ୍ତକ ପଢ଼ିବାର ଅଭ୍ୟାସଟି ଆଜିକାଲିର ଡ଼ିଜିଟାଲ ଦୁନିଆରେ ଧିରେ ଧିରେ ହଜି ହଜି ଯାଉଥିବାବେଳେ ପୁସ୍ତକ ନିଜ ତରଫରୁ ଡ଼ାକରା ଦେଉଛି ନିମନ୍ତ୍ରଣ ଜଣାଉଛି, ‘ଆସ ମୋର ଏଇ ବିରାଟ ଦୁନିଆକୁ ଦେଖ ମୋ ଭିତରେ କେତେ କେତେ କଥା ଲୁଚି ରହିଛି…ତମେ କ’ଣ ଏସବୁ କଥା ଜାଣିବାକୁ ଚାହଁନା!! ଆସ ମୁଁ ତମରି ପାଖରେ ପାଖରେ ଅଛି…ମୋ ଆଡ଼େ ଟିକେ ଚାହଁ… ସମ୍ପାଦକ

Video by Laxmidhar Murmu

Photo credit- internet

Samadhwani Support us
Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.