ସମଧ୍ୱନି ଇ ପତ୍ରିକାର ପଥମ ବାର୍ଷିକ ଆଲୋଚନା – “ଗଣ୍ଡା ବଜା”

0 Min Read

 

[box type=”info” align=”” class=”” width=””]ସମଧ୍ୱନି ଇ-ପତ୍ରିକାର ପଥମ ବାର୍ଷିକ ଆଲୋଚନାରେ “ଗଣ୍ଡା ବଜା” ସମ୍ପର୍କରେ ଓ “ଗଣ୍ଡା ବଜା”ର କଳାକାର ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଗଣ୍ଡା ବଜାର ଢୋଲ ବାଦକ ଶ୍ରୀଯୁକ୍ତ ରମେଶ ଗୁରଲା ମହୋଦୟ।  ଏହି ଆଲୋଚନାକୁ ତାତ୍ୱିତ ଯୁକ୍ତି ଦେଇ ସମୀକ୍ଷା କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ। ଆଲୋଚନର ଭିଡ଼ିଓ ପ୍ରସ୍ତୁତ କରି ଏଠାରେ ଉପସ୍ଥାପନ କରିଛନ୍ତି ସମଧ୍ୱନିର ଅନ୍ୟତମ ସଦସ୍ୟ ଶ୍ରୀ ଲଷ୍ମୀଧର ମୁର୍ମୁ ।   – ସମ୍ପାଦକ [/box]

Share This Article