Home / ଇତିହାସ / ଇତିହାସ ପୃଷ୍ଠାରୁ / ଏନ.ଆର.ସି ର ପ୍ରୟୋଗ ସମୟରେ: ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ

ଏନ.ଆର.ସି ର ପ୍ରୟୋଗ ସମୟରେ: ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ

ଶରଣାର୍ଥୀଙ୍କୁ ଭାରତରେ ଆଶ୍ରୟ

“ମୁଁ ଗର୍ବିତ ଯେ ମୁଁ ସେହି ଦେଶରେ ବାସ କରୁଛି ଯେଉଁ ଦେଶ ପୃଥିବୀର ଅନ୍ୟ ରାଷ୍ଟ୍ର ଓ ଧର୍ମରୁ ଆସୁଥିବା ଅତ୍ୟାଚାରିତଙ୍କୁ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି ।

ମୋତେ ଏହା ଗର୍ବର ସହ କହିବାକୁ ପଡୁଛି ଯେ ଆମେ ଆମ ବୁକୁରେ ଇସ୍ରାଏଲିଙ୍କର ଅତି ଶୁଦ୍ଧ ଅବଶେଷକୁ ନିଜ ବୁକୁରେ ଜାବୋଡି ଧରିଛୁ , ଯେଉଁମାନେ ସେହି ବର୍ଷ ଦକ୍ଷିଣ ଭାରତକୁ ଆସିଥିଲେ ଓ ଆମର ଶରଣ ନେଇଥିଲେ, ଯେଉଁ ବର୍ଷ ରୋମର ଅତ୍ୟାଚାର ଫଳରେ ତାଙ୍କ ମନ୍ଦିର ଖଣ୍ଡବିଖଣ୍ଡିତ ହୋଇଥିଲା ।

ମୁଁ ସେହି ଧର୍ମର ଅନୁଯାୟୀ ଯେଉଁ ଧର୍ମ ଆଶ୍ରୟ ଦେଇଛି ଓ ଏବେ ବି ଯତ୍ନର ସହ ଲାଳନପାଳନ କରୁଛି ରହିଯାଇଥିବା ଅବଶିଷ୍ଟ ଜୋରାଷ୍ଟ୍ରିଆନ (Zoroastrian) ରାଷ୍ଟ୍ରକୁ ।”

(RESPONSE TO WELCOME: 11th September 1893 )

ସୌଜନ୍ୟ – ସମଦୃଷ୍ଟି (୧୬-୩୦ ନଭେମ୍ବର ୨୦୧୯)
ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ବିବେକାନନ୍ଦଙ୍କର କେତୋଟି ସମୟୋପଯୋଗୀ ବାଣୀ ପ୍ରବନ୍ଧର ଅଂଶ

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

(ଅତୀତରୁ ପୋଷ୍ଟକାର୍ଡ) ବଡ଼ଗୋରଡ଼ାରେ ପର୍ବପର୍ବାଣୀ

ବଡ଼ଗୋରଡ଼ା ନୂଆଗଡ଼ ଜିଲ୍ଲାର ଗୋଟିଏ ଗାଁ । ସ୍ୱାଧୀନତାର ପରେପରେ ୧୯୪୦ ଦଶକର ଶେଷରେ ଓ ୧୯୫୦ ଦଶକର ଆରମ୍ଭରେ …

Leave a Reply

Your email address will not be published. Required fields are marked *