ସଂକ୍ଷେପରେ ଇତିହାସ ଆଜକୁ ପ୍ରାୟ ଦେଢ଼ଶହ ବର୍ଷତଳେ, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ଦେଖାଯାଇଥିବା ବିପଦ ଓ ତା ବିରୁଦ୍ଧରେ ଉଠିଥିବା ସ୍ୱରକୁ ଭାଷା ଆନ୍ଦୋଳନର ବିମର୍ଶରେ ଦୁଇଟି ନାମରେ ଅଭିହିତ କରାଯାଇଛି । ଓଡ଼ିଆସାହିତ୍ୟର ସୁପ୍ରସିଦ୍ଧ ଇତିହାସକାର ଡକ୍ଟର ନଟବର ସାମନ୍ତରାୟ ଏହାକୁ …
Read More »