ପାଲା ସଂସ୍କୃତି ପ୍ରଥମେ ଲୋକସଂସ୍କୃତି ଏବଂ ତା’ର ବର୍ଗୀକରଣରେ ଲୋକନାଟକର ଏକ ଅଂଶ ଏବଂ ଏହି ବିଭାଗରେ ଏହା ବୋଧେ ସର୍ବୋତ୍ତମ ସାରସ୍ୱତ ପରିପ୍ରକାଶ । ସେହି କାରଣରୁ ସାମ୍ପ୍ରତିକ ପରିସ୍ଥିତିରେ ପାଲା ସଂସ୍କୃତିର ଉତ୍ତରୋତ୍ତର ପୁଷ୍ଟିସାଧନ, ଅଭିବୃଦ୍ଧି, ପ୍ରଚାର, ପ୍ରସାର ତଥା ଏହି କଳାକୁ ବଞ୍ଚେଇ ରଖିବାର …
Read More »ନାଟକରେ ନାରୀ (ସାକ୍ଷାତକାର – ଅଭିନେତ୍ରୀ ତପସ୍ୱିନୀ ଗୁରୁ)
ପ୍ରଶ୍ନ: ଆପଣ କେବେଠାରୁ ଅଭିନୟ ଜୀବନ ଆରମ୍ଭ କଲେଣି? କେମିତି ଏ କ୍ଷେତ୍ରରେ ପାଦଦେଲେ? କେଉଁମାନେ ଏ କ୍ଷେତ୍ରରେ ବିଶେଷ ସହଯୋଗ କରିଛନ୍ତି? ଉତ୍ତର: ୮ବର୍ଷ ବୟସରୁ ମୋର ଅଭିନୟ ଜୀବନର ଆରମ୍ଭ । ମୋତେ ବିଶେଷଭାବରେ ପ୍ରେରଣା ଦେଇଛନ୍ତି ବଡ଼ଭଉଣୀ ସୁଲୋଚନା ଗୁରୁ ଓ ନାଟ୍ୟ ନିର୍ଦ୍ଦେଶକ …
Read More »ଆମର ତିହାର ନାଚ ଗୀତର ଅପୂର୍ବ ସମ୍ଭାର – “ନୂଆଖାଇ”
ଆମ ସଂସ୍କୃତି ଅନ୍ୟ ସଂସ୍କୃତିଠାରୁ ଏହି ଗୁଣରେ ଭିନ୍ନ ଯେ ଏହାର ଜନ୍ମ ଓ ପୁଷ୍ଟି ଉଭୟ ପ୍ରକୃତି କୋଳରେ । ଆମର ସକାଳ ହୁଏ କୁରେଇ ଫୁଲର ବାସ୍ନାରେ- ବଉଳ ଫୁଲର ମହକରେ- ହଳିଆ ଗୀତର ପ୍ରଭାତୀ ବନ୍ଦନାରେ, ଆମର ସଞ୍ଜ ହୁଏ ଭାଗବତ ଟୁଙ୍ଗୀରେ- ଦେବାଳୟର …
Read More »