Home / ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ

ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ ବଇରି ନୁହେଁ ଆମେ ମୈତ୍ରୀ ଚାହୁଁ ବନ୍ଦି ନୁହଁ ଆମେ ବନ୍ଧୁ ଚାହୁଁ ପ୍ରତିଟି ଘୃଣାର ଆମେ ଅନ୍ତଃ ଚାହୁଁ… ସତୁରି ବରଷ ପଛକୁ ଚାହିଁଲେ ଝାପସା ଦିଶିବ ଆମ ପୁରୁଣା ଘର କାହିଁ ଲାଗିଥିଲା ହୋଲିର ଗହଳ କାହିଁ ଶୁଭୁଥିଲା …

Read More »

ଗଣତନ୍ତ୍ର ଦିବସର ଶୁଭ କାମନା ସହ (କୁହ ହେ ସମାଜ…ସମସ୍ୱର)

    ଗାୟିକା – ସ୍ଵୟଂପ୍ରଭା ପାଢ଼ୀ ଗୀତିକାର – ସୁଧୀର ପଟ୍ଟନାୟକ ସଙ୍ଗୀତ କାମ୍ପୋଜର – ତ୍ରିଲୋଚନ ନାୟକ ପରିଚାଳନା : ତରୁଣ ମିଶ୍ର ଜିତେନ୍ଦ୍ର କୁମାର ସାହୁ ଜ୍ୟୋତିପ୍ରକାଶ ସାହୁ ସ୍ଵୟଂପ୍ରଭା ପାଢ଼ୀ   କୁହ ହେ ସମାଜ କାହାର ଛାୟାରେ କାୟା ହଜାଇଛି ନାରୀ …

Read More »

କାହାକୁ କହିବା ପରଦେଶୀ – (ସମସ୍ୱର)

ସମଧ୍ୱନି ଦ୍ୱାରା ପ୍ରସ୍ତୁତ ….(ସମସ୍ୱର) ଗୀତିକାର – ସୁଧୀର ପଟ୍ଟନାୟକ ସଂଗୀତ ନିର୍ଦେଶନା – ତ୍ରିଲୋଚନ ନାୟକ ଗାୟକ – ସୌରଭ ନାୟକ କାହାକୁ କହିବା କାହାକୁ କହିବା ପରଦେଶୀ ସାଥି କିଏ ଏଠି ପ୍ରତିବେଶୀ ନିଜେ ବାଛୁଥିବା ଶାସକଟା ଯଦି କାଢ଼ିନିଏ ଗୋଡ଼ତଳ ମାଟି ।…. ପାଦର …

Read More »

ମାଟିକୁ ନେଇ ମଣିଷର ଚେତନା

ମାଟିକୁ ନେଇ ମଣିଷର ଚେତନା ଯୁଗ ଯୁଗ ଧରି ପ୍ରଭାବଶାଳୀ ରହିଆସିଛି । କାନ୍ଦି କାନ୍ଦି ମାଟିର କୋଳରେ ସେ ଭୂମିଷ୍ଠ ହେବା ଦିନଠାରୁ ସେହି ମାଟିର କୋଳରେ ଅନ୍ତିମ ବିଶ୍ରାମ ନେବାଯାଏଁ ମାଟି ହିଁ ତା’ର ସୁଖଦୁଃଖର ସର୍ବଶ୍ରେଷ୍ଠ ସାଥୀ । ତା’ବୁକୁରେ ସେ ବଢ଼ିଛି, ଖେଳିଛି, …

Read More »

ମା ମୋର

  ମା ମୋର… ମା ମୋର ମା ମୋର ବାପାଙ୍କୁ ପଚାରି ଦିଅହେ ଉତ୍ତର । ଦେଖିକି ପାରିବି ତୁମର ଶ୍ରୀମୁଖ ଅବା ଲିଭିଯିବ ଦୀପ ମୋର…   ଜାଣେନି ମା ମୁଁ କେମିତି ଆସିଲି ତୁମରି ଗରଭେ ସ୍ଥାନ ମୁଁ ପାଇଲି ତୁମର ଖୁସିରେ ଖୁସିବି ମୁଁ …

Read More »

ମନଟାତ ଏକ ରଙ୍ଗର ସରଗ

ମନଟାତ ଏକ ରଙ୍ଗର ସରଗ, ରଙ୍ଗବିନା ଜୀବନ ଜୀଇଁ ହୁଏନା ଏକ ଏକ ମନେ ଥାଏ ଶତ ଶତ ରଙ୍ଗ, ଆଖିର ଶ୍ରାବଣ ସବୁ ଧୋଇପାରେନା । ଦୂନିଆର ରଙ୍ଗ ଦେଖିତ ଭୂଲନା, ଦୂନିଆଟା ସିନା ମନର ଆଇନା, ଆଖିର ତୁଳିରେ ଆଙ୍କି ଚାଲିଥିଲେ, ଖୁସିର ରଙ୍ଗୋଲି କେବେବି …

Read More »

ଚେତନା ଭିତରୁ ଯାହା ଜନ୍ମନିଏ : ଯୁଦ୍ଧ ସଂସ୍କୃତି

୧୯୯୧ ମସିହାର କଥା । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ରାଧାନାଥ ରଥ(ସେ ଆଉ ନାହାଁନ୍ତି)ଙ୍କ ସହ ଅନେକବାର ଏକାଠି ଯାତ୍ରା କରିବାର ସୁଯୋଗ ମିଳିଥିଲା । ପ୍ରତ୍ୟେକଥର ସେ ନିଜ ଅତୀତ ଭିତରୁ କିଛି ସ୍ମୃତି ଓ କିଛି ଅନୁଭୂତିକୁ ସାଉଁଟିଆଣି ମୋ ସାମ୍ନାରେ ରଖୁଥିଲେ । ଦିନକର …

Read More »

ଭାଷା ଓ ଭାବନା

ଅସ୍ମିତାକୁ ନେଇ ରାଜନୀତି ଅନେକ ଦଶନ୍ଧି ଧରି ତଥା ଅନେକ ଶତାବ୍ଦୀ ଧରି ଚାଲିଛି । ଓଡ଼ିଆ ଓ ଓଡ଼ିଶାର ଅସ୍ମିତାକୁ ନେଇ ଚର୍ଚ୍ଚା ଓ ଆନ୍ଦୋଳନର ସୂତ୍ରପାତ ପାଖାପାଖି ୧୫୦ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ୧୮୬୯ ମସିହାରେ ଊମାଚରଣ ହାଲ୍ଦାର ନାମକ ଜଣେ ଶିକ୍ଷା ବିଭାଗର …

Read More »

ମହିଳାମାନଙ୍କର ମନ୍ଦିର ପ୍ରବେଶ

ଏହି ପ୍ରସଙ୍ଗଟିକୁ ଉପସ୍ଥପନା କଲାବେଳେ ପ୍ରମୁଖ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ବିଦାୟକାଳୀନ ରାୟ ମଧ୍ୟରେ ଥିବା ଶବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷ ମହିଳାଙ୍କର ପ୍ରବେଶ ବିଷୟଟିକୁ ନିଆଯାଉ । ଆମେ ଏହି ରାୟକୁ ଏକ ପ୍ରଗତିଶୀଳ ରାୟ ବୋଲି ଦାବୀ କରାଯାଉଥିବା କଥାଟିକୁ ଅଗ୍ରାହ୍ୟ କରୁନାହୁଁ, କିନ୍ତୁ ଆମର …

Read More »

ଭାରତୀୟଙ୍କ ଚେତନାରେ ନାରୀ

ନାରୀ-କେବଳ ଏକ ସଶରୀର ମଣିଷ ନୁହେଁ । ଇତିହାସକୁ ଟିକେ ନିରିଖି ଦେଖିଲେ ଜଣାପଡ଼େ ଯେ, ପୁରୁଷର ଚେତନା ଭିତରୁ ଜନ୍ମ ନେଇ ପୁରୁଷ ଓ ନାରୀ ଉଭୟଙ୍କ ଚେତନା ଭିତରେ ଜିଇଁ ଆସିଥିବା ଜୀବନଟିଏ ସିଏ । ଦୁନିଆସାରା ପୁରୁଷରୂପୀ ମଣିଷ ତାକୁ ଦୁର୍ବଳ ଏବଂ ପୁରୁଷ …

Read More »