(ପ୍ରସଙ୍ଗ: ୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଲେଖିକାଙ୍କ ଉପନ୍ୟାସ) ସାଂପ୍ରତିକ କାଳରେ ସମାଜରେ ରାଜନୀତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶିକ୍ଷାଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ, କଳା, ବିଜ୍ଞାନ ଆଦି ସକଳ କ୍ଷେତ୍ରକୁ ନିୟନ୍ତ୍ରଣ କରୁଛି ରାଜନୀତି। ସ୍ଥୂଳତଃ ଦେଖିବାକୁ ଦେଶର ଉନ୍ନତି ଓ ଅବନତି ନିର୍ଭର …
Read More »