ପ୍ରଫୁଲ୍ଲ କରଙ୍କ ସ୍ମରଣରେ : ଫୁଲ ବଉଳବେଣୀ

Swayamprava Parhi (Chief Editor)
1 Min Read

ପ୍ରଫୁଲ୍ଲ କରଙ୍କ ସଂଗୀତ ସବୁ ଓଡ଼ିଆଙ୍କ ସମ୍ପତ୍ତି. ତାକୁ ଗୁଣୁଗୁଣୁ କରି ଦୋହରାଇବା ପାଇଁ ଓଡିଆମାନେ ନିହାତି ବାଧ୍ୟ. ସେ ସମ୍ପତ୍ତିକୁ ଭୋଗିବାର ଭାଗ୍ୟ ବି ସବୁ ଓଡ଼ିଆଙ୍କର. ଓଡ଼ିଆ ପାରମ୍ପରିକ ସଂଗୀତକୁ ଆଧୁନିକତାର ଛନ୍ଦରେ ଛନ୍ଦିବାର ସାହସ ସେ କରିଥିଲେ, ଓଡିଶୀ ଶାସ୍ତ୍ରୀୟ ସ୍ୱରକୁ ଓଡ଼ିଆ ସିନେମାରେ ସଂଯୋଗ କରିବାର ସ୍ପର୍ଦ୍ଧା ବି ସେ କରିଥିଲେ. ଓଡ଼ିଆ ପାରମ୍ପରିକ ସଂଗୀତ ଛନ୍ଦରେ ବନ୍ଧା ଏ ଗୀତକୁ ଶୁଣନ୍ତୁ ଓ ଅନୁଭବ କରନ୍ତୁ ବ୍ୟଙ୍ଗର ସ୍ୱର ବି କେତେ ସୁକ୍ଷ୍ମ ଓ ତୀବ୍ର ହୋଇପାରେ? ଆଧିନିକ କିଶୋରୀଙ୍କ ଭାବନାକୁ ଫୁଲ ବଉଳ ବେଣୀରେ ଗୁନ୍ଥିବା ଭଳି ପ୍ରୟୋଗ ସେ ହିଁ କରିପାରନ୍ତି. ପ୍ରଣାମ ପ୍ରିୟ ପ୍ରଫୁଲ୍ଲ କର. , ଆପଣ ନାହାନ୍ତି ଏହା ବିଶ୍ୱାସ ହେଉନାହିଁ.

From the Facebook timeline of Surya Deo

https://m.facebook.com/story.php?story_fbid=10223043041879429&id=1081726395

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.