ପ୍ରଫୁଲ୍ଲ କରଙ୍କ ସ୍ମରଣରେ : ଫୁଲ ବଉଳବେଣୀ

Swayamprava Parhi (Chief Editor)
446 Views
1 Min Read

ପ୍ରଫୁଲ୍ଲ କରଙ୍କ ସଂଗୀତ ସବୁ ଓଡ଼ିଆଙ୍କ ସମ୍ପତ୍ତି. ତାକୁ ଗୁଣୁଗୁଣୁ କରି ଦୋହରାଇବା ପାଇଁ ଓଡିଆମାନେ ନିହାତି ବାଧ୍ୟ. ସେ ସମ୍ପତ୍ତିକୁ ଭୋଗିବାର ଭାଗ୍ୟ ବି ସବୁ ଓଡ଼ିଆଙ୍କର. ଓଡ଼ିଆ ପାରମ୍ପରିକ ସଂଗୀତକୁ ଆଧୁନିକତାର ଛନ୍ଦରେ ଛନ୍ଦିବାର ସାହସ ସେ କରିଥିଲେ, ଓଡିଶୀ ଶାସ୍ତ୍ରୀୟ ସ୍ୱରକୁ ଓଡ଼ିଆ ସିନେମାରେ ସଂଯୋଗ କରିବାର ସ୍ପର୍ଦ୍ଧା ବି ସେ କରିଥିଲେ. ଓଡ଼ିଆ ପାରମ୍ପରିକ ସଂଗୀତ ଛନ୍ଦରେ ବନ୍ଧା ଏ ଗୀତକୁ ଶୁଣନ୍ତୁ ଓ ଅନୁଭବ କରନ୍ତୁ ବ୍ୟଙ୍ଗର ସ୍ୱର ବି କେତେ ସୁକ୍ଷ୍ମ ଓ ତୀବ୍ର ହୋଇପାରେ? ଆଧିନିକ କିଶୋରୀଙ୍କ ଭାବନାକୁ ଫୁଲ ବଉଳ ବେଣୀରେ ଗୁନ୍ଥିବା ଭଳି ପ୍ରୟୋଗ ସେ ହିଁ କରିପାରନ୍ତି. ପ୍ରଣାମ ପ୍ରିୟ ପ୍ରଫୁଲ୍ଲ କର. , ଆପଣ ନାହାନ୍ତି ଏହା ବିଶ୍ୱାସ ହେଉନାହିଁ.

Support Samadhwani

From the Facebook timeline of Surya Deo

https://m.facebook.com/story.php?story_fbid=10223043041879429&id=1081726395

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.