Home / ଅନ୍ୟାନ୍ୟ / ସମ୍ପାଦକୀୟ / ପ୍ରଫୁଲ୍ଲ କରଙ୍କ ସ୍ମରଣରେ : ଫୁଲ ବଉଳବେଣୀ

ପ୍ରଫୁଲ୍ଲ କରଙ୍କ ସ୍ମରଣରେ : ଫୁଲ ବଉଳବେଣୀ

Share Samadhwani

ପ୍ରଫୁଲ୍ଲ କରଙ୍କ ସଂଗୀତ ସବୁ ଓଡ଼ିଆଙ୍କ ସମ୍ପତ୍ତି. ତାକୁ ଗୁଣୁଗୁଣୁ କରି ଦୋହରାଇବା ପାଇଁ ଓଡିଆମାନେ ନିହାତି ବାଧ୍ୟ. ସେ ସମ୍ପତ୍ତିକୁ ଭୋଗିବାର ଭାଗ୍ୟ ବି ସବୁ ଓଡ଼ିଆଙ୍କର. ଓଡ଼ିଆ ପାରମ୍ପରିକ ସଂଗୀତକୁ ଆଧୁନିକତାର ଛନ୍ଦରେ ଛନ୍ଦିବାର ସାହସ ସେ କରିଥିଲେ, ଓଡିଶୀ ଶାସ୍ତ୍ରୀୟ ସ୍ୱରକୁ ଓଡ଼ିଆ ସିନେମାରେ ସଂଯୋଗ କରିବାର ସ୍ପର୍ଦ୍ଧା ବି ସେ କରିଥିଲେ. ଓଡ଼ିଆ ପାରମ୍ପରିକ ସଂଗୀତ ଛନ୍ଦରେ ବନ୍ଧା ଏ ଗୀତକୁ ଶୁଣନ୍ତୁ ଓ ଅନୁଭବ କରନ୍ତୁ ବ୍ୟଙ୍ଗର ସ୍ୱର ବି କେତେ ସୁକ୍ଷ୍ମ ଓ ତୀବ୍ର ହୋଇପାରେ? ଆଧିନିକ କିଶୋରୀଙ୍କ ଭାବନାକୁ ଫୁଲ ବଉଳ ବେଣୀରେ ଗୁନ୍ଥିବା ଭଳି ପ୍ରୟୋଗ ସେ ହିଁ କରିପାରନ୍ତି. ପ୍ରଣାମ ପ୍ରିୟ ପ୍ରଫୁଲ୍ଲ କର. , ଆପଣ ନାହାନ୍ତି ଏହା ବିଶ୍ୱାସ ହେଉନାହିଁ.

From the Facebook timeline of Surya Deo

https://m.facebook.com/story.php?story_fbid=10223043041879429&id=1081726395


Share Samadhwani
Support Samadhwani

About Editor

ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ବୃତ୍ତଚିତ୍ର ନିର୍ମାତା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Editor of Samadhwani Cultural Magazine (Print and Digital), Documentary Film Maker, and Cultural Researcher. She is the founder member of “The Samadhwani Cultural Organization” and “The Samadhwani Centre for Cultural Research". She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people.

Check Also

ନାଟକ ଶକୁନ୍ତଳା (ଆମ ଗାଁ’ରେ ନାଟ ତାମସା- ୩)

Share Samadhwaniଆଜି ଦର୍ଶକ ଗ୍ୟାଲେରି ଫୁଲ । କୁଆଡ଼ୁ କୁଆଡ଼ୁ ଲୋକ ଜମା ହେଲେଣି । ଯାତ୍ରା ପାର୍ଟି ନାଟତ …