ଅଡ଼ିଓ ଭିଡିଓସଙ୍ଗୀତ ସଂଚାର ଲୋକକଳା ଉମେଶ ଚନ୍ଦ୍ର ବିଶ୍ୱାଳ Published February 15, 2019 319 Views Share 0 Min Read SHARE ଓଡିଶା ସୀମାନ୍ତ ଛତିଶଗଡର ପ୍ରସିଦ୍ଧ ଯୁବ ସଂଚାର ବାଦକ ଗଣପତି ଦାସ୍ ଓରଫ୍ ଗଣପତ୍ ବାହାକ ଏବେ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ । ଆମ ଅଂଚଳର ପ୍ରାଚୀନ ଲୋକ କଳା ଭାବରେ ପରିଚିତ ସଂଚାର ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଛତିଶଗଡ ରେ ଏହି କଳାକୁ ଯୁବ କଳାକାର ମାନେ ଆଦରି ନେଇଛନ୍ତି । Share This Article Facebook Twitter Whatsapp Whatsapp By ଉମେଶ ଚନ୍ଦ୍ର ବିଶ୍ୱାଳ ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା Previous Article (ଶବ୍ଦ ପେଡିରୁ ଧାଡି ) – ଦାୟୀ ନୁହଁ କେହି Next Article ଭଗବତୀ ପ୍ରିୟ ସାଥୀ – ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିରେ