Home / Tag Archives: syncretism

Tag Archives: syncretism

ହିନ୍ଦୁ ଓ ଇସଲାମ ସଂସ୍କୃତିର ମୈତ୍ରୀପୀଠ ସୁନ୍ଦରବନର ‘ବନ୍‌ବିବି’

ସୁନ୍ଦରବନର ‘ବନବିବି’ ହେଉଛନ୍ତି ହିନ୍ଦୁ ଓ ମୁସଲିମ ସଂସ୍କୃତିର ଏକ ମହାମିଳନ ପୀଠ, ଯାହାକୁ କୌଣସି ବେଦପୁରାଣ, କୁରାନ, ମୁନିଋଷି କି ମୁଲ୍ଲାମୌଲବୀ ସୃଷ୍ଟି କରି ନାହାନ୍ତି । ତାହା ହେଉଛି ସୁନ୍ଦରବନରେ କାହିଁ କେଉଁ କାଳରୁ ବସବାସ କରି ଆସୁଥିବା ହିନ୍ଦୁ-ମୁସଲିମ ମେହେନତୀ ମଣିଷର ଅଖଣ୍ଡ ବିଶ୍ୱାସଦ୍ୱାରା …

Read More »

ଭିନ୍ନ ଜଣେ ସାଲବେଗ

ଏସିଆ ମହାଦେଶର ପ୍ରସିଦ୍ଧ କବି ଉଜିର୍ ଅଲ୍ଲୀଙ୍କ ସୁପୁତ୍ର ମୌଲବୀ ସୈୟଦ୍ ଉମର୍ ଅଲ୍ଲୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଯଦୁପୁର ଗ୍ରାମରେ ୧୮୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଜିର ଅଲ୍ଲୀଙ୍କ ଉତ୍କଳୀୟ କଳା ସଂସ୍କୃତି ସମ୍ପନ୍ନ ପରିବାର ସହ ଖଣ୍ଡପଡ଼ାର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତରଙ୍କ ଅନ୍ତରଙ୍ଗ …

Read More »