ଧୁନକେଲ୍ ବାଦନ ଧର୍ମପ୍ରାଣ ଭାରତରେ ଶକ୍ତି ଉପାସନାର କ୍ଷେତ୍ର ଅତ୍ୟନ୍ତ ପ୍ରଶସ୍ତ । କେଉଁ ଆଦିମକାଳରୁ ଏଠାକାର ସିଦ୍ଧ ସାଧକ-ସାଧିକାମାନେ ଆପଣାର ଭାକ୍ତିକତାର ନିଦର୍ଶନ ସ୍ୱରୂପ ଶକ୍ତିପୂଜାର ଏକ ସୁଦୃଢ଼ ପରମ୍ପରା ସୃଷ୍ଟି କରିଆସିଛନ୍ତି । ଏହିକ୍ରମରେ ଲୋକମାନଙ୍କ ମନରେ ଗଭୀର ବିଶ୍ୱାସ ଜାତ କରିବା ସକାଶେ ସେହି …
Read More »ସିତଲ୍ ସସ୍ଠି ଜାତ୍ରା ନ ଲୋକଧାରା
ଜାତ୍ରା ହଉଛେ ଲୋକ୍ନାଟର୍ ପହିଲ୍ ପାଉଁଚ୍ । ଲୋକ୍ ଧରମ୍ ଧାରାକେ ଉଧା କରିଁ ଦେବାଦେବି କର୍ ପୁତ୍ଲା, ବରୁଆ କି ଚରିତ୍ର କଲାକାର୍କେ ଠାଟେଁ ବାଟେଁ ଗୁଟେ ଠାନୁ ଆର୍ ଗୁଟେ ନିକେ ନେବାର୍ ସିଲ୍ସିଲାକେ ସୁଆଁଟି କରିଁ ଆମର୍ ପୁର୍ଖା ପାତି ଦିନୁ ଚଲିଁ ଆଉଛେ …
Read More »