ଗୋଟିଏ ଦେଶ ବା ଜାତିର ସାଂସ୍କୃତିକ ଇତିହାସ ଅନୁଧ୍ୟାନ କରିବାକୁ ହେଲେ ତାହାର ଲୋକସଂସ୍କୃତିର ପର୍ଯ୍ୟାଲୋଚନା ଏକାନ୍ତ ଆବଶ୍ୟକ । ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ ଥିବା ପରି ଗୋଟିଏ ସଂସ୍କୃତିର ଆଦ୍ୟ ସତ୍ତା ତାହାର ଲୋକସଂସ୍କୃତି ମଧ୍ୟରେ ଲୁକ୍କାୟିତ ହୋଇ ରହିଥାଏ । …
Read More »