ସଙ୍ଗୀତ ବିଦ୍ୟାର୍ଥୀମାନଙ୍କ ପାଇଁ ସଙ୍ଗୀତର ଇତିହାସ ଜାଣିବା ଅତ୍ୟନ୍ତ ଆବଶ୍ୟକ । ସଙ୍ଗୀତ ଇତିହାସ ଜାଣିବାକୁ ହେଲେ, ଯାହାର ବଳିଷ୍ଠ ଯୋଗଦାନରେ ସଙ୍ଗୀତର କ୍ରମବିକାଶ ଘଟିଛି ଏବଂ ସଙ୍ଗୀତ ଅଧିକରୁ ଅଧିକ ସମୃଦ୍ଧ ହୋଇପାରିଛି, ସେହି ମାନବର ସଭ୍ୟତା ଓ ସଂସ୍କୃତିର ଇତିହାସକୁ ଜାଣିବା ପ୍ରଥମେ ଆବଶ୍ୟକ । …
Read More »