ଅଧିକାଂଶ ପର୍ବପର୍ବାଣୀ ଅନେକଦିନ ଧରି ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହିସାବରେ ରହିଆସିଛି । ସେ ଭିତରୁ କିଛି ଜାତି, ଧର୍ମ, ସାମାଜିକ ତଥା ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ସବୁ ଲୋକଙ୍କ ଦ୍ୱାରା ଆଦୃତ ହେଉଥିବା ବେଳେ ଆଉକିଛି ସମାଜର ତଳସ୍ତରରେ ଥିବା ସମୁଦାୟମାନେ ପାଳନ କରିଆସିଛନ୍ତି । …
Read More »