[box type=”shadow” align=”” class=”” width=””]ମନଟା ତ ଏକ ରଙ୍ଗର ସରଗ ରଙ୍ଗ ବିନା ଜୀବନ ଜିଇଁ ହୁଏନା …ଏକ ଏକ ମନେଥାଏ ଶତ ଶତ ରଙ୍ଗ ଆଖିର ଶ୍ରାବଣ ସବୁ ଧୋଇପାରେନା … ରଙ୍ଗ ସମସ୍ତଙ୍କ ମନରେ ଶାନ୍ତି ମୈତ୍ରୀ ଓ ସଂଘତିର ମନ୍ତ୍ର ଭରିଦେଉ ଓ ସମଗ୍ର ଜୀବ ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ…ଘୃଣାର ଅବସାନ ଘଟୁ ହୋଲିରେ ସମଧ୍ୱନିର ଏତିକି ବାର୍ତ୍ତା – ସମ୍ପାଦକ[/box]