ମନଟା ତ ଏକ ରଙ୍ଗର ସରଗ ରଙ୍ଗ ବିନା ଜୀବନ ଜିଇଁ ହୁଏନା …ଏକ ଏକ ମନେଥାଏ ଶତ ଶତ ରଙ୍ଗ ଆଖିର ଶ୍ରାବଣ ସବୁ ଧୋଇପାରେନା … ରଙ୍ଗ ସମସ୍ତଙ୍କ ମନରେ ଶାନ୍ତି ମୈତ୍ରୀ ଓ ସଂଘତିର ମନ୍ତ୍ର ଭରିଦେଉ ଓ ସମଗ୍ର ଜୀବ ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ…ଘୃଣାର ଅବସାନ ଘଟୁ ହୋଲିରେ ସମଧ୍ୱନିର ଏତିକି ବାର୍ତ୍ତା – ସମ୍ପାଦକ
Check Also
ଓଡିଶୀରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକଲା “ଦ ଷ୍ଟ୍ରିଙ୍ଗସ”
Share Samadhwaniଓଡିଶୀ ସଙ୍ଗୀତ ଶୁଣୀବାପାଇଁ ଏତେ ଋଚି ସମ୍ପୂର୍ଣ୍ଣ ଏକଥା ହୁଏତ ମଣିଷ ନ ଶୁଣିଲେ ବିଶ୍ୱାସ କରିପାରିବ ନାହିଁ। …