ଭୋଟ୍ ବିଚାର୍ – ପରାଗ ସାହୁ

ଉମେଶ ଚନ୍ଦ୍ର ବିଶ୍ୱାଳ
460 Views
0 Min Read

ବରଗଡ଼ ଜିଲ୍ଲା ସାମ୍ବାଦିକ ଫୋରମ୍, ଇମ୍ପିରିଅଲ୍ କଲେଜ୍ , କବିକୁଟୁମ୍ ଓ ସମ୍ପର୍କ ପକ୍ଷରୁ ଅତାବିରା ମନାପଡା ଗ୍ରାମରେ ଭୋଟର୍ ସଚେତନତା ଅଭିଯାନ ‘ କବିର୍ କଲମେ ଭୋଟ୍ ବିଚାର୍’ ଭୋଟ ଦେବାର ସମୟ ଆସିଗଲାଣି ଏବେ ନେତାମାନଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି । କବି ଲୋକଙ୍କ ସଙ୍କଟର ସମୟକୁ ଅନୁଭବ କରିପାରୁଛନ୍ତି। ଏମିତି ସମୟରେ ନେତାଙ୍କର ଭିଡକୁ କବିଙ୍କ ଭାଷାରେ ପ୍ରକାଶ କରିଛନ୍ତି କବି ପରାଗ ସାହୁ। ଯାହାକୁ ଏଠାରେ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ଉମେଶ ବିଶ୍ୱାଳ

Support Samadhwani

VOTE BICHAR 1

 

Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା
Exit mobile version