“ଗଁଡ଼ାବଜା” ଢୋଲ ବାଦକ ଗୁରୁବାରୁ ସୁନା (ସାକ୍ଷାତକାର)

Swayamprava Parhi (Chief Editor)
1 Min Read

[box type=”shadow” align=”” class=”” width=””]ବରଗଡ଼ ଜିଲ୍ଲା ପଦମପୁର୍ ଅଂଚଳର “ଗଁଡ଼ାବଜା”ର ଢୋଲ ବାଦକ ଗୁରୁବାରୁ ସୁନାଙ୍କ ସହ ଭିଡିଓ ସାକ୍ଷାତକାର ନେଇଛନ୍ତି ଗୋପବଂଧୁ ସିକା ଏବଂ ଅଂଜନ ପ୍ରଧାନ।  ଭିଡ଼ିଓ ପ୍ରସ୍ତୁତିରେ ସହଯୋଗ କରିଛନ୍ତି ଶତାବ୍ଦୀ କ୍ରିଏସନର ଉମେଶ ବିଶ୍ୱାଳ। “ଗଁଡ଼ାବଜା”ର କଳାକାର ମାନେ କେଉଁଭଳି ଆର୍ଥିକ ସ୍ଥିତି ଓ ସାମାଜିକ ସମସ୍ୟାକୁ ଖାତିର ନକରି ହଜାର ହଜାର ବର୍ଷ ଧରି “ଗଁଡ଼ାବଜା”ର ସୁରକ୍ଷା ପାରମ୍ପାରିକ ଭାବେ କରି ଆସିଛନ୍ତି ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ଯେତେବେଳ ଯାଏ କଳାକାର ମାନଙ୍କର ସାମଗ୍ରିକ ସ୍ଥିତିରେ ପରିବର୍ତ୍ତନ ଆଣିବାରେ ଆମେମାନେ ସକ୍ଷମ ହୋଇନାହାଁନ୍ତି “ଗଁଡ଼ାବଜା” ଭଳି ହଜାର ହଜାର ବର୍ଷର ପୁରାତନ କଳାର ସୁରକ୍ଷା କରିବା ସମ୍ଭବ ନୁହଁ । -ସମ୍ପାଦକ [/box]

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.