Home / ଦୃଶ୍ୟ ଓ ଶ୍ରାବ୍ୟ / ଗାନ୍ଧୀଜୟନ୍ତୀରେ ଗାନ୍ଧୀଙ୍କର ପ୍ରିୟ ଧୁନ

ଗାନ୍ଧୀଜୟନ୍ତୀରେ ଗାନ୍ଧୀଙ୍କର ପ୍ରିୟ ଧୁନ

ଗାନ୍ଧୀଜୟନ୍ତୀ ଅବସରରେ ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ରରେ “ଜଳବାୟୁ ପରିବର୍ତ୍ତନ, ବିଶ୍ଵ ସଙ୍କଟ ଓ ଗାନ୍ଧୀ ବିଚାର” ଶୀର୍ଷକରେ ଆୟୋଜିତ ଆଲୋଚନା ସଭାରେ ଗାନ୍ଧୀଙ୍କର ଅତି ପ୍ରିୟ ଧୁନର ବାଦନ କରି “ସମଧ୍ୱନି କଲଚୁରାଲ ଟିମ” (ଏସ.ସି.ଟି)ର ସଦସ୍ୟ ଜ୍ୟୋତିପ୍ରକାଶ ସମଗ୍ର ପରିବେଶରେ ନୂତନ ଉନ୍ମାଦନା ଭରି ଦେଇଥିଲେ…ସମ୍ପାଦକ

About ସ୍ୱୟଂପ୍ରଭା ପାଢ଼ୀ

ସ୍ୱୟଂପ୍ରଭା ପାଢ଼ୀ
‘ସମଧ୍ୱନି’ ପତ୍ରିକା ଓ ‘ସମଧ୍ୱନି ଇ - ପତ୍ରିକା"ର ସମ୍ପାଦକ, ସମ୍ବାଦିକ ଓ ସାଂସ୍କୃତିକ କର୍ମୀ

Check Also

Featured Video Play Icon

ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ (ଭିଡ଼ିଓ ସାକ୍ଷାତକାର – ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ର)

ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ଆଲୋଚନା: ଗଁଡ଼ାବଜା ଭଳି …

One comment

  1. Avatar

    Great. Really very touchy music. Go ahead.

Leave a Reply

Your email address will not be published. Required fields are marked *