Home / ସଙ୍ଗୀତ / ଗଣ ସଙ୍ଗୀତ / ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି

ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି

ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି ଦଧୀଚିର ହାଡ ଉଜାଡି ନଦେଲେ ଏ ଦେଶର ଭାଗ୍ୟ ଫେରିବକି …. ଗୀତଟି ସେଦିନ କୋରାପୁଟ ଜିଲ୍ଲାରେ ହେଉଥିବା ବିସ୍ଥାପନ ବିରୋଧୀ ଜନ ଶୁଣାଣୀ ର ଥିଲା ମୁଖ୍ୟ ଆକର୍ଷଣ। ଜଙ୍ଗଲ ଉପରେ ଅଧିକାର ଓ ବିସ୍ଥାପନ ବିରୋଧରେ ଏକାଠି ହେବାପାଇଁ ଜଣେ ବିଦ୍ରୋହୀ କଳାକାର ତାଙ୍କ ନିଜ ସ୍ୱରରେ ସେଦିନ ଡାକରା ଦେଇଥିଲେ। ଏହି ଗୀତ ଯେ ଓଡ଼ିଶାର କେତେ କେତେ ବିପ୍ଳବୀଙ୍କ କଣ୍ଠରେ ପରିବେଷିତ ହୋଇ ଆସିଛି ତାହାର ସୀମା ନାହିଁ । ଆଜିର ଏହି ଘଡ଼ି ସନ୍ଧି ସମୟରେ ଏହି ଗୀତ ଓଡ଼ିଶାର ଜନଗଣଙ୍କ ହୃଦୟରେ ଗୁଞ୍ଜରଣ ସୃଷ୍ଟିକରୁ ଓ ଭିଟାମାଟିର ସୁରକ୍ଷା ତଥା ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଏକାଠି ଲଢ଼ୁଥିବା ସାଧାରଣ ମଣିଷଙ୍କ ପ୍ରତି ଓଡ଼ିଶାର ଜନଗଣଙ୍କର ସହଯୋଗ ଓ ସମର୍ଥନ ସୃଷ୍ଟି ହେଉ ଏହି ଉଦେଶ୍ୟରେ ଗୀତଟିର ଉପସ୍ଥାପନା କରାଯାଇଛି – ସମ୍ପାଦକ

About ଲକ୍ଷ୍ମୀଧର ମୁର୍ମୁ

ଲକ୍ଷ୍ମୀଧର ମୁର୍ମୁ

Check Also

Featured Video Play Icon

ସଂସ୍କୃତିର ସମାଜଶାସ୍ତ୍ର, ଧର୍ଷଣ ବିରୋଧରେ ଲଢିବାକୁ ହେଲେ ଆମର କଳଙ୍କିତ ଲିଙ୍ଗଗତ ବୈଷମ୍ୟ ବିରୋଧରେ ଲଢିବା ଜରୁରୀ

ଫୋଟୋ କ୍ରେଡିଟ – ଦ ପ୍ରିଣ୍ଟ ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଏକ ସାକ୍ଷାତକାର ହାଇଦ୍ରାବାଦ ଓ …

One comment

  1. Avatar

    Sadharana kalakaranku emiti sundar bhabare upasthapana niara. Great work To you all. Wish you all the best.

Leave a Reply

Your email address will not be published. Required fields are marked *